Advertisment

ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ, ଦିନକରେ ୧୭ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

undefined

Coronavirus

Advertisment

ଦେଶରେ ପୁଣି କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି। ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ତେବେ ଦିନକରେ ମହାମାରୀ ୨୧ ଜଣଙ୍କ ଜୀବନ ନେଇଛି।

Advertisment

ଦେଶରେ ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚିଛି। ସେହିପରି ପଜିଟିଭିଟି ରେଟ୍ ୪.୩୯%କୁ ବୃଦ୍ଧି ପାଇଛି। ରବିବାର ୧୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୭ ହଜାରରୁ ଅଧିକ ପଜିଟିଭ୍ ବାହାରିବା ଚିନ୍ତା ବଢ଼ାଇଛି।  

Advertisment

COVID19 Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ