ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ IMFA

IMFAରେ ମିଳିବ ଅଗ୍ନିବୀରଙ୍କୁ ସୁଯୋଗ...

IMFA will give preference to them in recruitment: Subhrakant Panda

ଅଗ୍ନିବୀରଙ୍କୁ ନିଯୁକ୍ତି ଅଗ୍ରାଧିକାର ଦେବ ଇମ୍ଫା । ସେବା ନିବୃତ ପରେ ଏବେ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା । ଏନେଇ ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡାଙ୍କ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଅବସର ପରେ ଅଗ୍ନିବୀରମାନଙ୍କୁ ନେବାକୁ ଶିଳ୍ପଜଗତ ଆଗଭର ହେବ । ସେହି ହିସାବରେ ଇମ୍ଫା ମଧ୍ୟ ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦେବ । ତେବେ ଏହା ପୂର୍ବରୁ ମଧ୍ୟ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା ଅଗ୍ନିପଥ ଯୋଜନାକୁ ସ୍ୱାଗତ କରିଥିଲେ । ଯୁବକଙ୍କୁ ଦେଶସେବା ସୁଯୋଗ ଦେବାରେ ଅଗ୍ନିପଥ ଏକ ନିଆରା ସ୍କିମ୍ ବୋଲି ସେ କହିଥିଲେ ।

ତେବେ ଜାଣନ୍ତୁ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ :-

କେମିତି ହେବେ ଭର୍ତ୍ତି ?

ଚାରି ବର୍ଷ ପରେ କ’ଣ ହେବ ?