Advertisment

ସଂପୂର୍ଣ୍ଣ ନିରାପଦ ଓ ନିର୍ଭରଯୋଗ୍ୟ, ICMR ଟେଷ୍ଟିଂରେ ପାସ୍‌ ପୁରୁଷ ଗର୍ଭ ନିରୋଧକ ଇଂଜେକସନ୍

ICMR ପ୍ରସ୍ତୁତ କରିଛି ଏପରି ଇଂଜେକସନ.. ପୁରୁଷ ବନ୍ଧ୍ୟାକରଣ ହୋଇପାରିବ... ଇଞ୍ଜେକସନର ନାଁ ହେଲା RISUG ...

male contraceptive

male contraceptive

Advertisment

ଆଉ ସ୍ୱପ୍ନ ନୁହେଁ ପୁରୁଷ ଗର୍ଭ ନିରୋଧକ। ଏକ୍ଷେତ୍ରରେ ବଡ଼ ସଫଳତା ପାଇଛି ଇଣ୍ଡିଆନକାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ICMR। ଦୀର୍ଘ ୭ ବର୍ଷର ଗବେଷଣା ଓ ୩୦୩ ସୁସ୍ଥ ଭଲ୍ୟୁଣ୍ଟିଅରଙ୍କ ଦେହରେ ପ୍ରୟୋଗ ପରେ ଆସିଛି ଉତ୍ସାହ ଜନକ ପରିଣାମ । ଦୀର୍ଘ ଦିନ ଧରି ପୁରୁଷ ବଂଧ୍ୟାକରଣରେ ସହୟତା କରୁଥିବା ରିଭର୍ସିବଲ ଇନହିବିସନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ ବା RISUG ଇଂଜେକସନ ପ୍ରସ୍ତୁତ କରିଛନ୍ତି ICMR ବୈଜ୍ଞାନିକ।

Advertisment

ଏହା ସଂପୂର୍ଣ୍ଣ ନିରାପଦ ଓ ନିର୍ଭରଯୋଗ୍ୟ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପ୍ରତ୍ୟାବର୍ତ୍ତନଶୀଳ ବା ରିଭର୍ସିବଲ। ଅର୍ଥାତ୍ ଯେତେବେଳେ ବି ଚାହିଁବେ ଜଣେ ପୁରୁଷ ପୁଣି ପ୍ରଜନନ କ୍ଷମତା ଫେରିପାଇ ପାରିବ। ICMR ପ୍ରଥମ କରି ପୁରୁଷ ଗର୍ଭନିରୋଧକ ପ୍ରସ୍ତୁତିରେ ସଫଳତା ପାଇଥିବା ବେଳେ ଓପନ ଆକ୍ସେସ ଜର୍ଣ୍ଣାଲ ଆଣ୍ଡ୍ରୋଲୋଜିରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।...

ICMR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ