Advertisment

ସାଢ଼େ ତିନି ଫୁଟର ବରକୁ ମିଳିଲା ୩ ଫୁଟର କନିଆଁ

ବିବାହ କାର୍ଯ୍ୟକ୍ରମ ବି ବେଶ ଧୁମଧାମରେ ହୋଇଛି।

ଅଦ୍ୟତନ ହୋଇଛି
dwarf Couple

dwarf Couple

Advertisment

ସାଢ଼େ ତିନି ଫୁଟର ବରକୁ ମିଳିଲା ୩ ଫୁଟର କନିଆଁ ା ନିଜ ଉଚ୍ଚତା ପାଇଁ ବିବାହ କରିପାରୁନଥିଲେ ହେଲେ ଏମିତି କିଛି ହେଲା ଯେ, ବଦଳିଗଲା ଜୀବନ। ୟେ ହେଉଛନ୍ତି ଉତ୍ତରପ୍ରଦେଶ ସମ୍ଭଳର ଚର୍ଚ୍ଚିତ ୟୁଟ୍ଯୁବର ରେହାନ୍। ନିଜ ଡ୍ୟାନ୍ସ ଓ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରେହାନ ବିବାହ କରିଛନ୍ତି। 

Advertisment

ତାଙ୍କୁ ମିଳିଛି ମନ ପସନ୍ଦର ଝିଅ, ଯିଏ ତାଙ୍କୁ ବୁଝିଛି, ତାଙ୍କ ସହ ସାତ ଜନ୍ମ ରହିବା ନେଇ କଥା ଦେଇଛନ୍ତି। ରେହାନ୍‌ଙ୍କୁ ବାହା ହୋଇଛନ୍ତି ତାଙ୍କଠୁ ଅଧଫୁଟ କମ୍ ଉଚ୍ଚତାର ଝିଅ। ବିବାହ କାର୍ଯ୍ୟକ୍ରମ ବି ବେଶ ଧୁମଧାମରେ ହୋଇଛି। 

Advertisment

ବରଯାତ୍ରୀ ଧରି ପହଞ୍ଚି ଥିଲେ ରେହାନ୍ ଓ ତାଙ୍କ ବନ୍ଧୁ। ମୁସଲିମ୍ ରୀତିନୀତିରେ ଉଭୟଙ୍କ ବିବାହ ସରିଛି।  

Dwarf Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ