Bus Carrying 39 Security Force Personnel Falls Into River In Jammu And Kashmir
ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩୯ ଜଣ ସୁରକ୍ଷାକର୍ମୀ(୩୭ ଜଣ ITBP ଯବାନ ଓ ୨ ଜଣ ଜମ୍ମୁ ଓ କାଶ୍ମୀର ପୋଲିସ୍କର୍ମୀ)ଙ୍କୁ ନେଇ ଯାଉଥିବା ଏହି ବସ୍ଟି ଜମ୍ମୁ ଓ କାଶ୍ମୀରରେ ନଦୀକୁ ଖସି ପଡ଼ିଛି। ଫଳରେ ୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ଥିବା ସୂଚନା ମିଳିଛି।
ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଯବାନମାନେ ଅମରନାଥ ଯାତ୍ରାରୁ ଡ୍ୟୁଟି ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ୩୯ ଜଣ ସୁରକ୍ଷାକର୍ମୀ ଏକ ବସ୍ ଯୋଗେ ଚନ୍ଦନୱାରିରୁ ପହଲଗାମ ଯାଉଥିଲେ।
A civil bus carrying 39 personnel (37 from ITBP and 2 from J&K Police) fell down to a roadside river bed after its breaks reportedly failed. The troops were on their way from Chandanwari to Pahalgam. Casualties feared. More details awaited: Indo-Tibetan Border Police (ITBP) https://t.co/gpvCAN2aX3
— ANI (@ANI) August 16, 2022
#WATCH Bus carrying 37 ITBP personnel and two J&K Police personnel falls into riverbed in Pahalgam after its brakes reportedly failed, casualties feared#JammuAndKashmirpic.twitter.com/r66lQztfKu
— ANI (@ANI) August 16, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660633765.jpg)