ଅଦ୍ୟତନ ହୋଇଛି
BJP MP Gautam Gambhir
Advertisment
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଦିଲ୍ଲୀ ପୋଲିସ୍ରେ ଅଭିଯୋଗ କରିଛନ୍ତି।
Advertisment
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ୍ ଗମ୍ଭୀରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ଗମ୍ଭୀରଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାକୁ ନେଇ ଗତ ରାତିରେ ଗମ୍ଭୀର ପୋଲିସ୍ରେ ଅଭିଯୋଗ କରିଥିଲେ।
‘ISIS କାଶ୍ମୀର’ ଫୋନ୍ ଓ ଇ-ମେଲ୍ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦେଇଥିବା ଗୌତମ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637731400.jpg)