Advertisment

ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; ଜାଣନ୍ତୁ କିଏ ପାଇଲେ ମନ୍ତ୍ରୀପଦ...

ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ...

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦି । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତୃତୀୟ ଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକ ଜମକରେ ହୋଇଛି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ...

Advertisment

କ୍ୟାବିନେଟ ମନ୍ତ୍ରୀ ତାଲିକା...

୧.ରାଜନାଥ ସିଂହ
୨. ଅମିତ ଶାହ
୩. ନୀତିନ ଗଡ଼କରୀ
୪. ଜଗତ ପ୍ରକାଶ ନଡ୍ଡା
୫. ଶିବରାଜ ସିଂ ଚୌହାନ
୬. ନିର୍ମଳା ସୀତାରମଣ
୭. ଏସ୍‌. ଜୟଶଙ୍କର
୮. ମନୋହର ଲାଲ୍‌
୯.ଏଚ୍‌.ଡି କୁମାରସ୍ବାମୀ
୧୦.ପୀୟୂଷ ଗୋୟଲ
୧୧.ଧର୍ମେନ୍ଦ୍ର ପ୍ରଧାନ
୧୨.ଜିତନରାମ୍‌ ମାଂଝି
୧୩. ରାଜୀବ ରଂଜନ ସିଂହ
୧୪.ସର୍ବାନନ୍ଦ ସୋନୱାଲ
୧୫. ବୀରେନ୍ଦ୍ର କୁମାର
୧୬.କେ. ରାମ ମୋହନ ନାଇଡୁ
୧୭. ପ୍ରହ୍ଲାଦ ଯୋଶୀ
୧୮. ଜୁଏଲ ଓରାମ
୧୯.ଗିରିରାଜ ସିଂହ
୨୦.ଅଶ୍ବିନୀ ବୈଷ୍ଣବ
୨୧.ଜ୍ୟୋତିରାଦିତ୍ୟ ସିନ୍ଦିଆ
୨୨.ଭୂପେନ୍ଦ୍ର ଯାଦବ
୨୩.ଗଜେନ୍ଦ୍ର ସିଂ ଶେଖାୱତ
୨୪.ଅନ୍ନପୂର୍ଣ୍ଣା ଦେବୀ
୨୫.କିରଣ ରିଜିଜୁ
୨୬.ହରଦୀପ ସିଂ ପୁରୀ
୨୭.ମନସୁଖ ମାଣ୍ଡଭୀୟ
୨୮.ଜି. କିଷନ ରେଡ୍ଡୀ
୨୯.ଚିରାଗ ପାଶ୍ବାନ
୩୦.ସି.ଆର୍‌ ପାଟିଲ୍‌ 

ରାଷ୍ଟ୍ର ମନ୍ତ୍ରୀ ତାଳିକା..

୧. ଜିତିନ ପ୍ରସାଦ
୨. ଶ୍ରୀପଦ ୟେଶୋ ନାଏକ
୩. ପଙ୍କଜ ଚୌଧୁରୀ
୪. କୃଷ୍ଣ ପାଲ୍‌
୫. ରାମଦାସ ଅଠାୱଲେ
୬. ରାମନାଥ ଠାକୁର
୭. ନିତ୍ୟାନନ୍ଦ ରାୟ
୮. ଅନୁପ୍ରିୟା ପଟେଲ
୯. ଭି. ସୋମନ୍ନା
୧୦. ଡ. ପ୍ରେମସାନୀ ଚନ୍ଦ୍ରଶେଖର
୧୧. ପ୍ରଫେସର ଏସ୍‌.ପି ସିଂ ବଘେଲ
୧୨. ଶୋଭା କରନ୍ଦଲାଜେ
୧୩. କୀର୍ତ୍ତିବର୍ଦ୍ଧନ ସିଂ
୧୪. ଭିଏଲ୍‌ ବର୍ମା
୧୫. ଶାନ୍ତନୁ ଠାକୁର
୧୬. ସୁରେଶ ଗୋପି
୧୭. ଡ. ଏଲ୍‌ ମୁରୁଗନ
୧୮. ଅଜୟ ତମତା
୧୯. ବଣ୍ଡି ସଞ୍ଜୟ କୁମାର
୨୦. କମଲେଶ ପାଶୱାନ 

Advertisment

୨୧. ଭାଗିରଥ ଚୌଧୁରୀ
୨୨.ସତୀଶ ଚନ୍ଦ୍ର ଦୁବେ
୨୩. ସଞ୍ଜୟ ସେଠ୍‌
୨୪. ରଭନୀତ ସିଂ ବିଟୁ
୨୫. ଦୁର୍ଗାଦାସ ୱିକେ
୨୬. ରକ୍‌ସା ଖଡ୍‌ସେ
୨୭. ସୁକାନ୍ତ ମଜୁମଦାର
୨୮. ସାବିତ୍ରୀ ଠାକୁର
୨୯. ଟୋଖନ ସାହୁ
୩୦. ଡ. ରାଜଭୂଷଣ ଚୌଧୁରୀ
୩୧. ଭୂପତିରାଜୁ ଶ୍ରୀନିବାସ ବର୍ମା
୩୨. ହର୍ଷ ମାଲହୋତ୍ରା
୩୩. ନିମୁବେନ ବାମ୍ଭାନିୟା
୩୪. ମୁରଲିଧର ମୋହଲ
୩୫. ଜର୍ଜ କୁରିଆନ
୩୬. ପବିତ୍ର ମାର୍ଗେହେରିଟା

କିଏ ପାଇଲେ ରାଷ୍ଟ୍ର ମନ୍ତ୍ରୀପଦ (ସ୍ବାଧୀନ) ? 

୧. ରାଓ ଇନ୍ଦ୍ରଜିତ ସିଂହ
୨. ଜିତେନ୍ଦ୍ର ସିଂହ
୩. ଅର୍ଜୁନରାମ ମେଘୱାଲ
୪. ପ୍ରତାପ ରାଓ ଗଣପତ ରାଓ ଯାଦବ
୬. ଜୟନ୍ତ ଚୌଧୁରୀ

Advertisment
Narendra Modi Cabinet Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ