Advertisment

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।

ଅଦ୍ୟତନ ହୋଇଛି
ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

Ashwini Vaishnav

Advertisment

ନୂଆଦିଲ୍ଲୀ: ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆକରି ସାଂସଦ ହୋଇଥିବା ଅଶ୍ୱିନୀଙ୍କ ଉପରେ ଭରସା କରିଛନ୍ତି ମୋଦି। ତେବେ ରେଳ ସହ IT ବିଭାଗର ବି ଦାୟିତ୍ୱରେ ରହିବେ ଅଶ୍ୱିନୀ।

Advertisment

ତେବେ ନଜର ପକାନ୍ତୁ କାହାକୁ କେଉଁ ବିଭାଗ ମିଳିଛି....

ମୀନାକ୍ଷୀ ହେଲେ ବିଦେଶ ରାଷ୍ଟ୍ରମନ୍ତ୍ରୀ

ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ

ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ

ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖିଲେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ

ଅମିତ ଶାହାଙ୍କୁ ମନ୍ତ୍ରିମଣ୍ଡଳରେ ନୂଆ ଦାୟିତ୍ୱ

ଅମିତ ଶାହାଙ୍କୁ ମିନିଷ୍ଟ୍ରୀ ଅଫ୍ କୋଅପରେସନ୍ ଦାୟିତ୍ୱ

ନୂଆ ମନ୍ତ୍ରିମଣ୍ଡଳରେ ମନସୁଖ ମାଣ୍ଡଭୀୟଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ 

ପୀୟୂଷ ଗୋୟେଲଙ୍କୁ ବାଣିଜ୍ୟ, ବୟନ, ଖାଉଟି କଲ୍ୟାଣ ମନ୍ତ୍ରାଳୟ 

ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ପରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ

ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ

ଯୁବ ଓ କ୍ରୀଡ଼ା ସହ ଅନୁରାଗ ସୂଚନା, ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱରେ

ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ

ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ

Union Govt Narendra Modi Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ