ଅଦ୍ୟତନ ହୋଇଛି
A SpiceJet aircraft operating from Delhi to Jabalpur returned safely to the Delhi airport today mor
Advertisment
ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ । ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନଟି ପ୍ରାୟ ୫ହଜାର ଫୁଟ ଉଚ୍ଚରେ ଉଡୁଥିବାବେଳେ ବିମାନ କର୍ମଚାରୀମାନେ ଧୂଆଁ ଦେଖିବାକୁ ପାଇଥିଲେ ।
Advertisment
ଏହାପରେ ତୁରନ୍ତ ବିମାନକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656737433.jpg)