Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଜିପ୍‌ ଧକ୍କା ଯୋଗୁ ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

9 People Killed In Jeep Truck Collision In Karnataka

9 People Killed In Jeep Truck Collision In Karnataka

Advertisment

ଟ୍ରକ୍‌ ସହ ଜିପ୍‌ ଧକ୍କା ହେବା ଯୋଗୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। 

Advertisment

ସୂଚନା ଅନୁସାରେ, ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

Road Accident Jeep Truck Collision
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ