5 dead after Kanwar devotees from MP's Gwalior were mowed down by a truck
ଟ୍ରକ ଧକ୍କାରେ କାଉଡ଼ିଆ ମୃତ । ଟ୍ରକ ଧକ୍କାରେ ୫ କାଉଡ଼ଇାଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ ଆଉ ୨ କାଉଡ଼ିଆ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବୋଲବମ୍ ଭକ୍ତ ହରିଦ୍ୱାରରୁ ପାଣି ନେଇ ଗୋଆଲିୟର ଅଭିମୁଖେ ଯାଉଥିଲେ । ଉତ୍ତରପ୍ରଦେଶ ହାଥରସରେ ସେମାନଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆଗ୍ରା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଗଙ୍ଗାଜଳ ନେଇ ହରିଦ୍ୱାରରୁ ଗ୍ୱାଲିଅର ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658544556.jpg)