Advertisment

BREAKING: ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ

ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଅଦ୍ୟତନ ହୋଇଛି
Youth dies after falling into open drain near Market Chhak of Badadanda in Puri

Youth dies after falling into open drain near Market Chhak of Badadanda in Puri

Advertisment

ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି ।

Advertisment

ତେବେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କର ପରିଚୟ ଜଣାପଡ଼ିନି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନଳାରେ ପଡ଼ି ଯୁବକ ଜଣକ ପ୍ରାଣ ହରାଇଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଡ୍ରେନରେ ଫିଙ୍ଗି ଦେଇଛି ତାହା ଏବେ ସନ୍ଦେହ ଘେରରେ ରହିଛି । ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।

Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ