Advertisment

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା

ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା...ଜାଣନ୍ତୁ କେତେ...

ଅଦ୍ୟତନ ହୋଇଛି
Odisha Fire Service

Odisha Fire Service

Advertisment

ରାଜ୍ୟ ସରକାରଙ୍କ ଘୋଷଣା । ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା ମିଳିବା ନେଇ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ବାର୍ଷିକ ୫୭୦୦ ଓ ୫୮୦୦ ଟଙ୍କା ଭତ୍ତା ମିଳିବା ନେଇ ଘୋଷଣା କରାଯାଇଛି ।

Advertisment

ସେହିପରି ଆସିଷ୍ଟାଣ୍ଟ ଫାୟାର ଅଫିସର ଠାରୁ ଫାୟାରମ୍ୟାନ ପର୍ଯ୍ୟନ୍ତ ସମସ୍ତଙ୍କୁ ୫୭୦୦ଟଙ୍କା ଭତ୍ତା ମିଳିବାବେଳେ ଲିଡିଂ ଫାୟାରମ୍ୟାନ୍, ଡ୍ରାଇଭର ହାବିଲଦାରଙ୍କୁ ୫୮୦୦ ଟଙ୍କା ମିଳିବ । ହେଲେ ଜୁଲାଇ ୧ ସୁଦ୍ଧା ୬ ମାସରୁ କମ ଚାକିରି ଥିବା କର୍ମଚାରୀଙ୍କୁ ଭତ୍ତା ମିଳିବନି ବୋଲି ସୂଚନା ମିଳିଛି ।

Fire Fighters Odisha FireFighters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ