Advertisment

କାର୍‌ରେ ବ୍ଲାକ୍‌ ସ୍କ୍ରିନ୍‌ ଲଗାଇଛନ୍ତି କି ? ସାବଧାନ ! ନଚେତ୍‌ ଗଣିବେ ଫାଇନ୍‌

ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍‌ ପକ୍ଷରୁ କାର୍‌ରେ ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଦ୍ୟତନ ହୋଇଛି
Traffic police remove illegal black screen from cars

Traffic police remove illegal black screen from cars

Advertisment

ରାଜଧାନୀରେ ଟ୍ରାଫିକ ପୋଲିସ୍‌ର ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ। ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍‌ ପକ୍ଷରୁ କାର୍‌ରେ ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍‌ ଯାଞ୍ଚ କରାଯାଉଛି। ଯେଉଁ ସବୁ କାର୍‌ରେ ବେଆଇନ ଭାବେ ବ୍ଲାକ୍‌ ସ୍କ୍ରିନ୍ ଲାଗିଛି, ସେସବୁକୁ ବାହାର କରାଯାଉଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

ବ୍ଲାକ୍ ସ୍କ୍ରିନ୍ ଲାଗିଥିବା ୫୧ଟି କାର୍‌ରୁ ଭୁବନେଶ୍ୱର ଟ୍ରାଫିକ୍ ପୋଲିସ୍ ୨ ଦିନରେ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ବିଶେଷ ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଏଭଳି କରାଯାଉଛି। ତେଣୁ ଏହା ଉପରେ କଡ଼ା ନଜର ରଖାଯାଇଛି। 

Black Screen Black Screen In Cars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ