Advertisment

ସାବଧାନ! ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ଗଣିବେ ମୋଟା ଅଙ୍କର ଫାଇନ୍‌!

ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା ।

Multi-Toned Horns

Multi-Toned Horns

Advertisment

ଗାଡ଼ି ଚାଳକ ସାବଧାନ । ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା । ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । କାରଣ ଯାନବାହାନରେ ଲାଗୁଥିବା ବିକଟାଳ ହର୍ଣ୍ଣ ବ୍ୟବହରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

Advertisment

ରାଜ୍ୟ ପରିବହନ ବିଭାଗ ଶବ୍ଦ ପ୍ରଦୂଷଣ ରୋକିବାକୁ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ଡ୍ରାଇଭ କରାଯିବ ।  ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Multi-Toned Horns STA's Strict Action
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ