Advertisment

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦେଲେ ପଚା ଅଣ୍ଡା

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖାଲି ପଚା ଅଣ୍ଡା ନୁହେଁ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

Rotten Egg Given To Students In Mid Day Meal In Bolangir

Rotten Egg Given To Students In Mid Day Meal In Bolangir

Advertisment

ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା। ଖାଲି ପଚା ଅଣ୍ଡା ନୁହେଁ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରପଡା ପ୍ରାକ୍ଟିସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏଭଳି ପଚା ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି।

Advertisment

ସୂଚନା ଅନୁସାରେ, ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ପଚା ଅଣ୍ଡା ବାହାରିଥିଲା। ଏହାସହ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଖାଇବାରେ ପଚା ଖାଦ୍ୟ ବାହାରିବାରୁ ଛାତ୍ରଛାତ୍ରୀମାନେ ଏହାକୁ ଖାଇ ନଥିଲେ। ଫଳରେ ଛାତ୍ରଛାତ୍ରୀମାନେ ଭୋକ ଉପାସରେ ଥିବା ଜଣାପଡ଼ିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ