Advertisment

କାନାଡାରେ ଚମକିଲେ ଓଡ଼ିଆ ଝିଅ; ମିସେସ୍ ୟୁନିଭର୍ସ ପ୍ରତିଯୋଗିତା ପାଇଁ ଯିବେ ଦକ୍ଷିଣ କୋରିଆ

ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଓଡ଼ିଆା ଝିଅ ହେଲେ ମିସେସ ୟୁନିଭର୍ସ କାନାଡା ।

ଅଦ୍ୟତନ ହୋଇଛି
Odisha's Mitali Panda Crowned Mrs Universe Canada 2021

Odisha's Mitali Panda Crowned Mrs Universe Canada 2021

Advertisment

କାନାଡାରେଚମକିଲେଓଡ଼ିଆାଝିଅ । କାନାଡାରେଶତାଧିକପ୍ରତିଦ୍ୱନ୍ଦିଙ୍କୁପଛରେପକାଇ ପଛୁଆଜିଲ୍ଲାତଥାଆଦିବାସୀଅଧ୍ୟୁଷିତକୋରାପୁଟଜିଲ୍ଲାରଜୟପୁରଝିଅମିତାଲିପଣ୍ଡାବର୍ମା ମିସେସୟୁନିଭର୍ସକାନାଡାଟାଇଟଲହାସଲକରିଛନ୍ତିଏହିଟାଇଟଲହସାଲପରେଏବେମିସେସୟୁନିଭର୍ସପ୍ରତିଯୋଗିତାପାଇଁଆସନ୍ତା୨୨ ତାରିଖରୁଦକ୍ଷିଣକୋରିଆ ଗସ୍ତକରିବେ ।ଏହିଖବରପାଇବାପରେମିତାଲିଙ୍କପରିବାରବନ୍ଧୁବର୍ଗଙ୍କସମେତଜୟପୁରସହରରେଖୁସିରଲହରିଖେଳିଯାଇଛି

Advertisment

ସୂଚନା ଅନୁସାରେ, ମିତାଲିଏବେକାନାଡାରେସଫ୍ଟେୱେୟାରଇଂଜିନିଅରଭାବେକାର୍ଯ୍ୟକରୁଥିବାବେଳେତାଙ୍କସ୍ୱାମୀସନ୍ଦୀପବର୍ମାମଧ୍ୟକାନାଡାରେକାର୍ଯ୍ୟରତସ୍କୁଲଶିକ୍ଷାପରେଜୟପୁରବିକ୍ରମଦେବମହାବିଦ୍ୟାଳୟରେସ୍ନାତକସାରିବାପରେଭୁବନେଶ୍ୱରସ୍ଥିତଏକଇଂଜିନିଅରିଂଇନଷ୍ଟିଟ୍ୟୁଟରେଇଂଜିନିଅରିଂଶିକ୍ଷାଲାଭକରିଥିଲେବିଭିନ୍ନଘରୋଇକଂପାନୀରେନିଜରଚାକିରିଜୀବନଜାରିରଖିଥିଲେ୨୦୧୭ସମିହାରେଜୟପୁରଆଇଟିପ୍ରଫେସନାଲସନ୍ଦୀପବର୍ମୀଙ୍କୁବିବାହକରି୨୦୧୮ମସିହାରେକାନାଡାଚାଲିଯାଇଥିଲେ ।ସେଠାରେନିଜରବୃତ୍ତିସହନିଜରକଳାକୁମଧ୍ୟଲୋକଲୋଚନକୁଆଣିଥିଲେମିତାଲିପଣ୍ଡା

Mrs Universe Canada 2021 Mitali Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ