Advertisment

NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍‌କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ଓଟିଭି ନେଟ୍‌ଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍‌ମେଣ୍ଟ୍‌ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି।

ଅଦ୍ୟତନ ହୋଇଛି
NBF's National Conclave in New Delhi

NBF's national conclave underway in New Delhi

Advertisment

ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍‌କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି। ନୂଆାଦିଲ୍ଲୀ ସ୍ଥିତ ତାଜ୍ ପ୍ୟାଲେସ ଦରବାର ହଲ୍‌ରେ ଆୟୋଜିତ ଏହି ସମ୍ମିଳନୀକୁ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଉଦ୍‌ଘାଟନ କରିଛନ୍ତି। ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌ ଅର୍ଥାତ୍‌ ଖବରର ଭବିଷ୍ୟତ’।

Advertisment

ଟିଭି ନାଇନ୍ ନେଟ୍‌ଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟ୍‌ଓ୍ୱର୍କ ଏବଂ ଓଟିଭି ନେଟ୍‌ଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ୍ ନ୍ୟୁଜ୍‌ ବ୍ରଡ୍‌କାଷ୍ଟର ସଂସ୍ଥା NBFର ସଦସ୍ୟ ଅଛନ୍ତି। ଏହି ସମ୍ମିଳନୀରେ ଓଟିଭି ନେଟ୍‌ଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍‌ମେଣ୍ଟ୍‌ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି। 

Otv NBF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ