Relationship Tips: ଆପଣ ପ୍ରେମରେ ପଡିଛନ୍ତି କି… ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍‌ଙ୍କ କିଛି ସଙ୍କେତରୁ ବୁଝିପାରିବେ ଯେ ସେ ଆପଣଙ୍କୁ ବିବାହ କରିବାର ମୁଡ୍‌ରେ ଅଛନ୍ତି।

ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

ସମସ୍ତେ ବେଳେବେଳେ କାହାରିକୁ ନା କାହାରିକୁ ପସନ୍ଦ କରିବା ଆରମ୍ଭ କରନ୍ତି। ଏହାତି ଭିତରେ କାହା ପାଇଁ ହୃଦୟ ଧକ୍ ଧକ୍ କରିବା ଆରମ୍ଭ ହୁଏ। ଏଇଠି ବୁଣାହୁଏ ପ୍ରେମର ବୀଜ। ଧୀରେ ଧୀରେ କଥାବାର୍ତ୍ତା ଆରମ୍ଭ ହୁଏ। ଉଭୟ ପରସ୍ପରଙ୍କ ବନ୍ଧୁ ହୁଅନ୍ତି ଏବଂ ତା’ପରେ ବନ୍ଧୁତା ପ୍ରେମରେ ପରିଣତ ହୁଏ।

ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

କିଛି ଲୋକ ପରସ୍ପରଙ୍କ ସହିତ କେତେ ମାସ ବା କେତେ ବର୍ଷ ଏକାଠି ରହନ୍ତି, ପରସ୍ପରକୁ ଭଲ ପାଆନ୍ତି, କିନ୍ତୁ ବିବାହକୁ ନେଇ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ଯଦି ଆପଣ ବି ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ।

ତଥାପି, ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍‌ଙ୍କ କିଛି ଅଙ୍ଗଭଙ୍ଗୀ, ଶବ୍ଦ ଏବଂ ସଙ୍କେତରୁ ବୁଝିପାରିବେ ଯେ ସେ ମଧ୍ୟ ଆପଣଙ୍କୁ ବିବାହ କରିବାର ମୁଡ୍‌ରେ ଅଛନ୍ତି।

ବିବାହ କରିବାର ସଙ୍କେତ:

ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ
ଆପଣ ପ୍ରେମରେ ପଡିଛନ୍ତି କି… ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ