Advertisment

କଞ୍ଚା କ୍ଷୀର ଆମ ଶରୀର ପାଇଁ ହାନିକାରକ ନା ହିତକର

ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ଅଦ୍ୟତନ ହୋଇଛି
Don't drink raw milk by mistake

Don't drink raw milk by mistake

Advertisment

କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରିମାଣ ପୂରଣ ହୋଇଥାଏ । ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ । କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ FDA ଅନୁଯାୟୀ, ଯେକୌଣସି ପ୍ରାଣୀର କ୍ଷୀରରେ ସଲମୋନେଲା, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ, ଯାହାକୁ ଫୁଟାଇବା ବିନା ଫିଇଲେ ବିଷାକ୍ତ ହୋଇଥାଏ । ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବାର ସାଇଡ୍ ଇଫେକ୍ଟ ବିଷୟରେ...

Advertisment
  • କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାଏ ଯାହା ଆମ ଶରୀରରେ ପ୍ରବେଶ କରି ସାଇଡ୍ ଇଫେକ୍ଟ କରିଥାଏ ଯେପରିକି ଡାଇରିଆ, ଡିହାଇସଡ୍ରେନ୍, ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
  • ଯେତେବେଳେ କଞ୍ଚା କ୍ଷୀର ବାହାର କରାଯାଇଥାଏ, ଏହି କ୍ଷୀର ପଶୁ ଉଦର କିମ୍ବା ବେଳେବେଳେ ପଶୁ ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଥାଏ, ତେଣୁ ଏହାକୁ ସିଧାସଳଖ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
  • ଇମ୍ୟୁନିଟି କମ୍ ଥିବା ଲୋକ, ଶିଶୁ ଏବଂ ଯୁବକମାନଙ୍କ ପାଇଁ କଞ୍ଚା କ୍ଷୀର ଅଧିକ କ୍ଷତିକାରକ ହୋଇଥାଏ ।
  • ଏହାକୁ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିଥାଏ ।
  • କଞ୍ଚା କ୍ଷୀରରେ ଅନେକ ଜୀବାଣୁ ରହିଥା’ନ୍ତି ଯାହା ଟିବି ସହିତ ଅନେକ ମାରାତ୍ମକ ରୋଗ ମଧ୍ୟ କରିଥାଏ ।
  • କଞ୍ଚା କ୍ଷୀର ପିଇବା ଶରୀରର ଏସିଡ୍ ସ୍ତର କଣ୍ଟ୍ରୋଲ୍ ହୋଇନଥାଏ ଏବଂ ଶରୀରରେ ଅମ୍ଳର ପରିମାଣ
Raw Milk For Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ