Tips and Tricks: ପିଆଜକୁ କରନ୍ତୁ ଏମିତି ବ୍ୟବହାର, ଘରେ ପଶିବେନି ମଶା-ମାଛି

ମଶା, ମାଛି, ଅସରପା, ଝିଟିପିଟି ଆଦି କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର କରିବ ଏବଂ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ।

ପିଆଜକୁ କରନ୍ତୁ ଏମିତି ବ୍ୟବହାର, ଘରେ ପଶିବେନି ମଶା-ମାଛି

ବର୍ଷା ଋତୁରେ ପ୍ରାୟତଃ କୀଟପତଙ୍ଗର ବୃଦ୍ଧି ଦେଖାଯାଏ। ଏହାକୁ ନେଇ ଅନେକ ଲୋକ ବିରକ୍ତ ହୁଅନ୍ତି। ଏହି ସମୟରେ ମଶା-ମାଛିମାନଙ୍କର ସଂଖ୍ୟା ମଧ୍ୟ ବଢିଯାଏ। ଦିନ ରାତି ମଶା କାମୁଡିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଏହାଛଛା ଝିଟିପିଟି, ଅସରପ ଆଦି ମଧ୍ୟ ଭରି ହଇରାଣ କରନ୍ତି।

ଏହିପରି ସମସ୍ୟା ଯେତେବେଳେ ହୁଏ, ଘରେ ରୋଗ ମଧ୍ୟ ବଢିବାରେ ଲାଗେ ଏବଂ ହଇରାଣ ହେବାକୁ ପଡିଥାଏ। ଏହା ପ୍ରାୟ ସେହିମାନଙ୍କୁ ହୋଇଥାଏ ଯେଉଁମାନେ ଘରର ପରିଷ୍କାର ପରିଚ୍ଛନତା ଉପରେ ଯତ୍ନ ନିଅନ୍ତି ନାହିଁ। ଏହି ଋତୁରେ, ରୋଷେଇ ଘରେ ଅସରପା, କାନ୍ଥରେ ଝିଟିପିଟି ଏବଂ କାନ ପାଖରେ ମଶାମାନଙ୍କ ଉତ୍ପାତ ଅନେକ ଅସୁବିଧାରେ ପକାଇଥାଏ।

ଅଧିକ ପଢ଼ନ୍ତୁ: Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

ତେବେ ଏହିସବୁ କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି, କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର କରିବ ଏବଂ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ।

ପିଆଜ ଉପଚାର:

ସମସ୍ତଙ୍କ ଘରେ ପିଆଜ ସହଜରେ ମିଳେ। ସର୍ବପ୍ରଥମେ ଗୋଟିଏ ପିଆଜ ନେଇ ଉପରୁ କାଟି ଏକ କଣା ତିଆରି କରନ୍ତୁ। ତା’ପରେ ସେଥିରେ ଏକ ବତୀ ତିଆରି କରନ୍ତୁ, ଏହାକୁ ସୋରିଷ ତେଲରେ ବୁଡ଼ାନ୍ତୁ। ଏହା ପରେ ଏଥିରେ ଆଉ କିଛି ତେଲ ଦିଅନ୍ତୁ। ତା’ପରେ ଏହାକୁ ଜାଳି ନିଜ କୋଠରୀରେ ରଖନ୍ତୁ। ଏହା ମଶା, ଅସରପା ଏବଂ ଝିଟିପିଟିମାଙ୍କୁ ଦୂରେଇ ରଖିବ ଏବଂ ଆପଣ ଶାନ୍ତିରେ ଶୋଇ ପାରିବେ।

ଅନ୍ୟାନ୍ୟ ସହଜ ଉପାୟ:

ଅଧିକ ପଢ଼ନ୍ତୁ: Tips And Tricks: ବର୍ଷାଦିନ ଆସିଛି, ସାପ ଭୟ ରହିଛି; ଲଗାନ୍ତୁ ଏହି ୫ ଗଛ, ଘରେ ପଶିବେନି ସାପ