ଟ୍ରାଡିସ୍‌ନାଲ୍ ଲୁକ୍‌ରେ କପରି ନେବେ ମେକଅପ୍, ଜାଣନ୍ତୁ କିଛି ବିଉଟି ଟିପ୍ସ୍

ପର୍ବପର୍ବାଣୀ ହେଉ କି କୈଣସୀ ବାହାଘର ଫଙ୍କସନ୍, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧି ଦେଲେ ହେବନାହିଁ । ବରଂ ପର୍‌ଫେକ୍ଟ୍‌ ଲୁକ୍‌ ପାଇଁ ଆପଣଙ୍କ ପାଇଁ ମେକଅପ୍‌ ମଧ୍ୟ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ପାରମ୍ପରିକ ପୋଷାକରେ କିଭଳି ମେକ୍‌ଅପ୍ ନେବା ଆବଶ୍ୟକ ତାହା ଜଣାଇବୁ।

How to wear makeup in a traditional look

News Summary

 କେବଳ ଜୁଏଲାରୀ ନୁହେଁ, ମେକ୍ଅପ୍ ମଧ୍ୟ ମ୍ୟାଚ୍ କରିବା ଜରୁରୀ

‘ଆଇ ମେକ୍‌ଅପ୍‌’ ସବୁଠୁ ଜରୁରୀ

ବିଭିନ୍ନ ପର୍ବପର୍ବାଣିରେ ସାଧାରଣତଃ ଝିଅ ବୋହୂମାନେ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଆଉ ଏହି ପାରମ୍ପରିକ ପୋଷାକ ସହ ସେହିଭଳି ମେକଅପ୍ ନେବା ଜରୁରୀ ଅଟେ । ପର୍‌ଫେକ୍ଟ୍‌ ଲୁକ୍‌ ପାଇଁ ଆପଣଙ୍କ କିଭଳି ନେବେ ମେକଅପ୍‌ ଚାଲନ୍ତୁ ଜାଣିବା ।

 କେବଳ ଜୁଏଲାରୀ ନୁହେଁ, ମେକ୍ଅପ୍ ମଧ୍ୟ ମ୍ୟାଚ୍ କରିବା ଜରୁରୀ:

kajol and mascra makeup

‘ଆଇ ମେକ୍‌ଅପ୍‌’ ସବୁଠୁ ଜରୁରୀ:

ଫିନିସିଙ୍ଗ୍ ଦେଇଥାଏ ମସ୍କାରା:

ଅଲଗା ଅଲଗା ଲିପ୍‌ଷ୍ଟିକ୍‌ ଲଗାନ୍ତୁ:

Apply different lipsticks