ସପୁରୀ ରସରେ ଅଛି ରୋଗ ପ୍ରତିରୋଧକ ଶକ୍ତି, ଏହାକୁ ପିଇଲେ କ’ଣ ମିଳେ ଫାଇଦା...

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଖରାଦିନେ ସାଧାରଣତଃ ଶରୀରରେ ଜଳିୟ ଅଂଶ କମ୍ ରହିଥାଏ । ଏଥିପାଇଁ ଆମ ଶରୀର ପାଇଁ ସପୁରୀ ଜୁସ୍ ନିତ୍ୟାନ୍ତ ଆବଶ୍ୟକ ।

pineapple juice benefits

News Summary

ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ସପୁରୀ ରସ

ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଅଧିକ ଗରମ ଯୋଗୁଁ ସ୍ୱାସ୍ଥ୍ୟର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଆବଶ୍ୟକ । ତେବେ ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନ୍‌‌ଆପଲ୍ ତଥା ସପୁରୀ ଜୁସ୍‌।

ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠ ଉତ୍କୃଷ୍ଠ ମେଡିସିନ । ସପୁରୀ ଜୁସ୍‌ ହେଉଛି ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ସପୁରୀ ଜୁସ୍‌ ପିଇବା ଦ୍ଵାରା କଣ ଫାଇଦା ମିଳେ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ପିଆଜ ଷଣ୍ଢା,  ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

କେଉଁ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ?

ସପୁରୀ ଜୁସ୍‌ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ।

ତ୍ୱଚ୍ଚା ବ୍ରଣ ମୁକ୍ତ ହୁଏ:

ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ:

ପ୍ରତିରୋଧକ ଶକ୍ତି: