ରବିବାର ଦିନ ଜୀବନରେ ଆସିବ ସୁଖ-ସମୃଦ୍ଧି, କରନ୍ତୁ ଏହି ସବୁ କାମ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା ଉଚିତ ।

Sunday, do all these things

News Summary

ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ

ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ

 ବାସ୍ତୁଶାସ୍ତ୍ର ଅନୁଯାୟୀ ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । ରବିବାର ଦିନ କେଉଁ କେଉଁ ଉପାୟ କଲେ ଜୀବନ ସୁଖମୟ ହେବ ଜାଣନ୍ତୁ ...