ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୯ ତାରିଖ, ମଙ୍ଗଳବାର, ମୀନ ୧୫ ଦିନ, ଚୈତ୍ର ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ମେଷ –କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ପରିବାରରେ ପାରିବାରିକ ଶାନ୍ତି ପାଇପାରନ୍ତି ।
Also Read
- ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ
ବୃଷ- କର୍ମକ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିପାରେ । ଆଗରୁ ଥିବା ବାଦ ବିବାଦ ସମସ୍ୟାର ସମାଧାନ ହୋଇପାରେ। ପାରିବାରିକ ଶାନ୍ତି ପାଇପାରନ୍ତି ।
- ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ
ମିଥୁନ -ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟାର ସମାଧାନ ହୋଇପାରେ । ପରିବାରରେ ମନାନ୍ତର ମତାନ୍ତର ହୋଇପାରେ ।
- ପ୍ରତିକାର- ଶିବଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ
କର୍କଟ –ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଦୈନିକ ରୋଜଗାରରେ ଲାଭ ପାଇପାରନ୍ତି । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିପାରେ ।
- ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ
ସିଂହ –କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇପାରନ୍ତି । ଆଶାରୁ ଅଧିକ ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଦେଇପାରନ୍ତି ।
- ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ
କନ୍ୟା -ବ୍ୟବସାୟରେ ହଠାତ୍ କ୍ଷତି ହୋଇଯାଇପାରେ, ସତର୍କ ରୁହନ୍ତୁ । ନିଜର ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।
- ପ୍ରତିକାର- ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ
ତୁଳା - ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ପରିବାରରେ ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିପାରନ୍ତି ।
- ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ
ବିଛା -ସତର୍କ ରହି ସମସ୍ତ ବ୍ୟବସାୟ କାର୍ଯ୍ୟ କରନ୍ତୁ, ହଠାତ୍ କ୍ଷତି ହୋଇପାରେ କିମ୍ବା ଦ୍ରବ୍ୟ ଚୋରି ହୋଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ନିଜର ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ ।
- ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ
ଧନୁ:- ବ୍ୟବସାୟରେ ଆଶାରୁ ଅଧିକ ଲାଭପାଇପାରନ୍ତି । ଶତ୍ରୁମାନେ ପରାଜିତ ହୋଇପାରନ୍ତି । ପରିବାରରେ ସୁଖ ବୃଦ୍ଧି ହୋଇପାରେ ।
- ପ୍ରତିକାର:-ଚନ୍ଦନର ତିଳକ ମଥାରେ ଲଗାନ୍ତୁ
ମକର:- ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିପାରେ । କାର୍ଯ୍ୟ କୁଶଳତା ଦେଖାଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନିତ ହୋଇପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।
- ପ୍ରତିକାର-ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
କୁମ୍ଭ:- ବିଭିନ୍ନ ଉପାୟରେ କାର୍ଯ୍ୟହାସଲ କରିପାରନ୍ତି । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ମନପସନ୍ଦର ଦ୍ରବ୍ୟ ଘରପାଇଁ କ୍ରୟ କରିପାରନ୍ତି ।
- ପ୍ରତିକାର:- ଗୋମାତାଙ୍କୁ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ
ମୀନ:- କାର୍ଯ୍ୟ ସ୍ଥଳରେ ସତର୍କ ରୁହନ୍ତୁ କୌଣସି ଅଘଟଣ ଘଟିପାରେ । ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି । ପରିବାରରେ କଳହ ମଧ୍ୟ ହୋଇପାରେ ।
- ପ୍ରତିକାର: -କେଶର ତିଳକ ମଥାରେ ଲଗାନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ