ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ମେଷ –କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିପାରେ । ଦେହ-ମନ ସୁସ୍ଥ ରହିପାରେ । ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିପାରେ ।
Also Read
- ପ୍ରତିକାର- ଶୁଭ ଫଳ ପାଇଁ ଚନ୍ଦନ ତିଳକ ଲଗାନ୍ତୁ
ବୃଷ -ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରେ ।
- ପ୍ରତିକାର-ଧଳା ରଙ୍କର ବସ୍ତ୍ର ପରିଧାନ କରନ୍ତୁ
ମିଥୁନ - ବ୍ୟବସାୟରେ ଆର୍ଥିକ ସମସ୍ୟା ଦେଖାଦେବ । କାର୍ଯ୍ୟ କ୍ଷେତ୍ରରେ ଅସହଯୋଗ କରିପାରନ୍ତି । ସହଯୋଗୀ ପାରିବାରିକ ଅଶାନ୍ତି ଦେଖାଦେଇପାରେ ।
- ପ୍ରତିକାର- ଗଂ ଗଣପତୟେ ନମଃ ୧୦୮ ଥର ଜପ କରନ୍ତୁ
କର୍କଟ -ଆର୍ଥିକ ଅବସ୍ଥା ସ୍ଥିର ରହିପାରେ । ମିଥ୍ୟା ଅପବାଦ ପାଇଁ ମାନସିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିପାରେ ।
- ପ୍ରତିକାର- ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ
ସିଂହ -ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିପାରନ୍ତି । ପରିଶ୍ରମ ଦ୍ୱାରା ବ୍ୟବସାୟରେ ଲାଭବାନ ହୋଇପାରିନ୍ତି । ପରିବାରରେ ଶାନ୍ତି ରହିପାରେ ।
- ପ୍ରତିକାର- ନାଲି ରଙ୍କର ବସ୍ତ୍ର ବ୍ୟବହାର କରନ୍ତୁ
କନ୍ୟା –ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେଇପାରେ । ପରିବାରରେ ମତଭେଦ ଦେଖାଦେଇପାରେ ।
- ପ୍ରତିକାର- ଗୋ ମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ
ତୁଳା -ନୂତନ କର୍ମପନ୍ଥା ମିଳିପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିପାରେ ।
- ପ୍ରତିକାର- ଚନ୍ଦନର ତିଳକ ମଥାରେ ଲାଗନ୍ତୁ
ବିଛା - ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । ଶତ୍ରୁ ମାନେ ହଇରାଣ ହରକତ କରିପାରନ୍ତି । ପରିବାରରେ ମତଭେଦ ଦେଖାଦେଇପାରେ ।
- ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ
ଧନୁ - ବନ୍ଧୁଙ୍କ ସାହାଯ୍ୟରେ ବାକି ପଡ଼ିଥିବା କାର୍ଯ୍ୟ ପୂରା କରିପାରିବେ । ଶାରୀରିକ ସୁସ୍ଥତା ଅନୁଭବ କରିପପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇପାରନ୍ତି ।
- ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ
ମକର – କର୍ମ କ୍ଷେତ୍ରରେ ମାନସମ୍ମାନ ପାଇପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ଶନ୍ତି ଶୃଙ୍ଖଳା ବଜାୟ ରହିପାରେ ।
- ପ୍ରତିକାର- ସବୁଜ ରଙ୍କର ବସ୍ତ୍ର ପରିଧାନ କରନ୍ତୁ
କୁମ୍ଭ –କର୍ମ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ଶାନ୍ତି ପାଇପାରନ୍ତି ।
- ପ୍ରତିକାର- ଚନ୍ଦନ ତିଳକ ମଥାରେ ଲଗାନ୍ତୁ
ମୀନ – କର୍ମ କ୍ଷେତ୍ରରେ ନନାଦି ବାଧାବିଘ୍ନ ଉପୁଜିପାରେ । ସହଯୋଗୀ ଅସହଯୋଗ କରିପାରନ୍ତି । ନୂଆ କାର୍ଯ୍ୟ ହାତକୁ ନେଇ ସମ୍ପନ୍ନ କରିପାରନ୍ତି ।
- ପ୍ରତିକାର- ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ, ଚନ୍ଦନ ତିଳକ ମୁଣ୍ଡରେ ଲଗାନ୍ତୁ