Advertisment

Daily Horoscope 21 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

Daily Horoscope 21 Feb 2022

Daily Horoscope 21 Feb 2022

Advertisment

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

Advertisment

ମେଷ –କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିପାରେ । ଦେହ-ମନ ସୁସ୍ଥ ରହିପାରେ । ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିପାରେ ।

  • ପ୍ରତିକାର- ଶୁଭ ଫଳ ପାଇଁ ଚନ୍ଦନ ତିଳକ ଲଗାନ୍ତୁ

ବୃଷ -ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରେ ।

Advertisment
  • ପ୍ରତିକାର-ଧଳା ରଙ୍କର ବସ୍ତ୍ର ପରିଧାନ କରନ୍ତୁ

ମିଥୁନ - ବ୍ୟବସାୟରେ ଆର୍ଥିକ ସମସ୍ୟା ଦେଖାଦେବ । କାର୍ଯ୍ୟ କ୍ଷେତ୍ରରେ ଅସହଯୋଗ କରିପାରନ୍ତି । ସହଯୋଗୀ ପାରିବାରିକ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର- ଗଂ ଗଣପତୟେ ନମଃ ୧୦୮ ଥର ଜପ କରନ୍ତୁ

କର୍କଟ -ଆର୍ଥିକ ଅବସ୍ଥା ସ୍ଥିର ରହିପାରେ । ମିଥ୍ୟା ଅପବାଦ ପାଇଁ ମାନସିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିପାରେ ।

Advertisment
  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

ସିଂହ -ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିପାରନ୍ତି । ପରିଶ୍ରମ ଦ୍ୱାରା ବ୍ୟବସାୟରେ ଲାଭବାନ ହୋଇପାରିନ୍ତି । ପରିବାରରେ ଶାନ୍ତି ରହିପାରେ ।

  • ପ୍ରତିକାର- ନାଲି ରଙ୍କର ବସ୍ତ୍ର ବ୍ୟବହାର କରନ୍ତୁ

କନ୍ୟା –ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେଇପାରେ । ପରିବାରରେ ମତଭେଦ ଦେଖାଦେଇପାରେ ।

  • ପ୍ରତିକାର- ଗୋ ମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ

ତୁଳା -ନୂତନ କର୍ମପନ୍ଥା ମିଳିପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିପାରେ ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲାଗନ୍ତୁ

ବିଛା - ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । ଶତ୍ରୁ ମାନେ ହଇରାଣ ହରକତ କରିପାରନ୍ତି । ପରିବାରରେ ମତଭେଦ ଦେଖାଦେଇପାରେ ।

  • ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ - ବନ୍ଧୁଙ୍କ ସାହାଯ୍ୟରେ ବାକି ପଡ଼ିଥିବା କାର୍ଯ୍ୟ ପୂରା କରିପାରିବେ । ଶାରୀରିକ ସୁସ୍ଥତା ଅନୁଭବ କରିପପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇପାରନ୍ତି ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର – କର୍ମ କ୍ଷେତ୍ରରେ ମାନସମ୍ମାନ ପାଇପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ଶନ୍ତି ଶୃଙ୍ଖଳା ବଜାୟ ରହିପାରେ ।

  • ପ୍ରତିକାର- ସବୁଜ ରଙ୍କର ବସ୍ତ୍ର ପରିଧାନ କରନ୍ତୁ

କୁମ୍ଭ –କର୍ମ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଚନ୍ଦନ ତିଳକ ମଥାରେ ଲଗାନ୍ତୁ

ମୀନ – କର୍ମ କ୍ଷେତ୍ରରେ ନନାଦି ବାଧାବିଘ୍ନ ଉପୁଜିପାରେ । ସହଯୋଗୀ ଅସହଯୋଗ କରିପାରନ୍ତି । ନୂଆ କାର୍ଯ୍ୟ ହାତକୁ ନେଇ ସମ୍ପନ୍ନ କରିପାରନ୍ତି ।

  • ପ୍ରତିକାର- ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ, ଚନ୍ଦନ ତିଳକ ମୁଣ୍ଡରେ ଲଗାନ୍ତୁ
Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ