Daily Horoscope 19 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୯ ତାରିଖ,ଶନିବାର କୁମ୍ଭ ୭ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ,ତୃତୀୟା ତିଥି, ଉତ୍ତରାଫାଲଗୁନ ନକ୍ଷତ୍ର କନ୍ୟା ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୯ ତାରିଖ,ଶନିବାର କୁମ୍ଭ ୭ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ,ତୃତୀୟା ତିଥି, ଉତ୍ତରାଫାଲଗୁନ ନକ୍ଷତ୍ର କନ୍ୟା ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ...

ମେଷ -ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ସଫଳତା ପାଇପାରନ୍ତି । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ ।

ବୃଷ - ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିପାରନ୍ତି । ସହଯୋଗ ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେଇପାରନ୍ତି । ଆୟଠୁ ବ୍ୟୟ ଅଧିକ ହେବ, ମନ ଭଲ ରହିନପାରେ ।

ମିଥୁନ -ଜୀବନସାଥିଙ୍କ ପାଖରୁ ପୂର୍ଣ୍ଣ ସମର୍ଥନ ମିଳିପାରେ । ବ୍ୟବସାୟରେ ଆଶନୁରୂପ ଲାଭ ମିଳିପାରେ । ଛାତ୍ରଛାତ୍ରୀ ପଢ଼ାରେ ଉନ୍ନତି କରିପାରନ୍ତି ।

କର୍କଟ -କର୍ମକ୍ଷେତ୍ରରେ ଆଗକୁ ଯିବାକୁ ଯୋଜନା କରିପାରନ୍ତି । ପାରିବାରିକ ବିବାଦର ସମାଧାନ ହୋଇପାରେ । ଛାତ୍ରଛାତ୍ରୀ ଭବିଷ୍ୟତ ପାଇଁ ଚିନ୍ତା କରିପାରନ୍ତି ।

ସିଂହ – ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସନ୍ତାନମାନଙ୍କ କାଯର୍ୟ ସନ୍ତୋଷଜନକ ରହିପାରେ ।

କନ୍ୟା -କର୍ମକ୍ଷେତ୍ରରେ ଉନ୍ନତି କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନ ରୁହନ୍ତୁ ।

ତୁଳା -କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟରେ ସଫଳତା ମିଳି‌ପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅର୍ଥହାନୀ ହୋଇପାରେ । ଗଣମାଧ୍ୟମରେ ଥିବା ବ୍ୟକ୍ତି ଏତେ ଶୁଭଫଳ ପାଇପାରିବେ ନାହିଁ ।

ବିଛା -ପରବାରର ବାତାବରଣ ଶାନ୍ତିପୂର୍ଣ୍ଣ ରହିପାରେ । ବ୍ୟବସାୟରେ ବକେୟା ଅର୍ଥ ମିଳିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିପାରନ୍ତି ।

ଧନୁ -ନିୟନ୍ତ୍ରଣରେ ଖର୍ଚ୍ଚ କରନ୍ତୁ, ନଚେତ୍ ଅସୁବିଧା ଭୋଗିପାରନ୍ତି । ଖୁସିଖବର ମିଳିପାରେ, ସୁସ୍ବାଦୁ ଭୋଜନ କରିପାରନ୍ତି । ଚାକିରିରେ ପଦୋନ୍ନତି ମିଳିପାରେ ।

ମକର - ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ । ଭାବିଚିନ୍ତି ଜମିବାଡି କ୍ରୟ କରନ୍ତୁ । ପରିବାରରେ ଭାତୃ କଳହ ଦେଖା ଦେଇପାରେ ।

କୁମ୍ଭ – ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । ପ୍ରତି କାର୍ଯ୍ୟରେ ପ୍ରତିବନ୍ଧକ ଲଗିବ, ମନ ଅଶାନ୍ତ ରହିପାରେ । ରାଜନୀତିରେ ଥିବା ବ୍ୟକ୍ତିଙ୍କ ମାନସମ୍ମାନ ହାନୀ ହୋଇପାରେ ।

ମୀନ -ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ । ଅପରାହ୍ଣରେ ଖୁସି ଖବର ମିଳିପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।