ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
ମେଷ:-
Also Read
- ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରିବେ
- ଯାତ୍ରା ଓ ଭ୍ରମଣରେ ସଫଳତା ଲାଭ କରିପାରନ୍ତି
- ବାଣିଜ୍ୟ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇପାରେ
- କଠିନ ପରିଶ୍ରମ କାରଣରୁ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି
ପ୍ରତିକାର :- ହନୁମାନଙ୍କର ଆରାଧନା କରନ୍ତୁ
ବୃଷ:-
- ଦେବାଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିପାରେ
- ବ୍ୟବସାୟରେ ଦିନଟି ଲାଭ ରହିବ
- କର୍ମ କ୍ଷେତ୍ରରେ କିଛି ଏଭଳି କାମ କରିବେ ଯାହା ଦ୍ୱାରା ପ୍ରଂଶସା ପାଇପାରିବେ
- ଯେତେ ଚେଷ୍ଟା କରିଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କ୍ଷତି କରିପାରିବେ ନାହିଁ
ପ୍ରତିକାର:- ମା ଲକ୍ଷ୍ମୀଙ୍କର ପ୍ୟଜାର୍ଚ୍ଚନା କରନ୍ତୁ
ମିଥୁନ:-
- ଅଚାନକ କୈଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ
- କର୍ମ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସଂମ୍ଭାବନା ଅଧିକ
- ବ୍ୟବସାୟ ରେ ଲାଭ କମାଇପାରନ୍ତି
- କୈଣସି ସମସ୍ୟାର ସମାଧାନ କରିପାରନ୍ତି
- ଅନ୍ୟମାନେ ସାହାର୍ଯ୍ୟ ସହଯୋଗର ହାତ ବଢାଇପାରନ୍ତି
ପ୍ରତିକାର:- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ:-
- ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ କରିପାରନ୍ତି
- କର୍ମ କ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିପାରନ୍ତି
- ପୂର୍ବର କାମକୁ ପୂରା କରିବା ପାଇଁ ନୂତନ ଯୋଜନା କରିପାରନ୍ତି
- ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ
- ପରିବାରରେ ଥିବା ବାଦ ବିବାଦ ସମାଧାନ କରିବେ ଓ ଜୀବନସାଥୀ ଠାରୁ ଖୁସି ପାଇବେ
ପ୍ରତିକାର:- ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ:-
- ମନରେ ଧାର୍ମିକ ଭାବନା ଉଦୟ ହୋଇପାରେ
- ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିପାରନ୍ତି
- କ୍ୟାରିୟର ଓ ଚାକିରିରେ ସଫଳତା ମିଳିପାରିବ
- ଆର୍ଥିକସ୍ଥିତିରେ ସୁଧାର ଆସିପାରେ
- ଅଫିସ୍ରେ କୈଣସି କାମରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି
ପ୍ରତିକାର:- ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
କନ୍ୟା:-
- ପୂର୍ବର ଯୋଜନା ଅନୁସାରେ କାର୍ଯ୍ୟ କରିପାରିବେ ନାହିଁ
- ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ
- ପରିବାରରେ ସନ୍ତାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ
- କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ନିନ୍ଦା ମିଳିପାରେ
ପ୍ରତିକାର:- ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା:-
- ମନସ୍ତାପରେ ସମୟ କଟାଇପାରିବେ
- କର୍ମରେ ବିରକ୍ତି ଅନୁଭବ କରିପାରନ୍ତି
- ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବାରୁ ଯାହା ନ କହିବା କଥା କହି ସମସ୍ୟାକୁ ଡାକି ଆଣିପାରନ୍ତି
- ଆକସ୍ମିକ ଧନବ୍ୟୟ ହୋଇପାରେ
- ସ୍ୱାମୀ ଓ ସ୍ତ୍ରୀଙ୍କର ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ
ପ୍ରତିକାର:- ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ
ବିଛା:-
- ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯେ ମିଳିପାରେ
- ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହୋଇପାରନ୍ତି
- ବ୍ୟବସାୟରେ ଧନଲାଭର ସୁଯୋଗ ରହିଛି
- ରୋଜଗାର ବୃଦ୍ଧି ଅନ୍ୟର ସହଯୋଗ ମିଳିପାରେ
- ଲୋକମାନଙ୍କର ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିପାରେ
ପ୍ରତିକାର:-ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
ଧନୁ:-
- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିପାରନ୍ତି
- କିଛି ନୂଆ କଥା ଶିଖିପାରିବେ
- ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ
- କଳା ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିପାରନ୍ତି
ପ୍ରତିକାର:- ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
ମକର :-
- ଅନେକ ଗୁଡିଏ କାମ ଅଟକି ରହିଥିବାରୁ ଅନ୍ୟମନସ୍କ ରହିପାରନ୍ତି
- ପରିବାରରେ ରହିଥିବା ମତାନ୍ତରରେ ପରିଣତ ହୋଇପାରେ
- ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି
ପ୍ରତିକାର:-ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
କୁମ୍ଭ:-
- ଭଲ ସପଂର୍କ ରହିଥିଲେ ମଧ୍ୟ ପରିହାସ ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ
- ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୂତ୍ରରେ ଅର୍ଥ ପାଇ ପାରନ୍ତି
- କର୍ମ କ୍ଷେତ୍ରରେ କେୈଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ ଜାଣିବାକୁ ପାଇପାରନ୍ତି
ପ୍ରତିକାର :-କୈଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
ମୀନ:-
- ବନ୍ଧୁଙ୍କର ସାହାଯ୍ୟରେ ଅଟକି ରହିଥିବା କାମକୁ ପୁରା କରିପାରନ୍ତି
- ଲକ୍ଷ୍ୟ ପ୍ରାପ୍ତି ସଫଳ ହୋଇପାରନ୍ତି
- ପରିବାରରେ କୈଣସି ଦ୍ରବ୍ୟ ନଷ୍ଟ ଯୋଗୁ ମନ ଅଶାନ୍ତି ରହିପାରେ
- ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି
- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇପାରେ
ପ୍ରତିକାର :-ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
(ଜୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)