Advertisment

Daily Horoscope 18 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୮ ତାରିଖ,ଶୁକ୍ରବାର,କୁମ୍ଭ ୬ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ, ଦ୍ୱିତୀୟା ତିଥି, ପୂର୍ବାଫାଲଗୁନ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ଅଦ୍ୟତନ ହୋଇଛି
Daily Horoscope 18 Feb 2022

Daily Horoscope 18 Feb 2022

Advertisment

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୮ ତାରିଖ,ଶୁକ୍ରବାର,କୁମ୍ଭ ୬ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ, ଦ୍ୱିତୀୟା ତିଥି, ପୂର୍ବାଫାଲଗୁନ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Advertisment

ମେଷ -ସନ୍ତାନମାନଙ୍କର କାର୍ଯ୍ୟକୁ ଦେଖି ଚିନ୍ତାଗ୍ରସ୍ତ ରହିପାରନ୍ତି । ବାପା-ମା ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ, ଅର୍ଥପ୍ରାପ୍ତି ହୋଇପାରେ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ -ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି ।ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

Advertisment
  • ପ୍ରତିକାର-ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମିଥୁନ -ବ୍ୟବସାୟରେ ଲାଭ ହେବ, ବକେୟା ଅର୍ଥ ମିଳିପାରେ । ମାନସମ୍ମାନ ମିଳିପାରେ । ଅଭିଳାଷ ପୂର୍ଣ୍ଣ ହେବ, ସବୁ କାଯର୍ୟରେ ସଫଳତା ମିଳିପାରେ ।

  • ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ

କର୍କଟ -ପାରିବାରି ସମସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଅଯଥା ଅର୍ଥହାନୀର ସମ୍ଭାବନା ରହିଛି ।

Advertisment
  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ସିଂହ -ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ମହିଳାମାନଙ୍କୁ ପ୍ରତି କାର୍ଯ୍ୟରେ ସଫଳତା ମିଳିପାରେ । ବ୍ୟବସାୟରେ ଲାଭ ଦେଖାଦେଇପାରେ ।

  • ପ୍ରତିକାର- ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

କନ୍ୟା -ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଜମିବାଡ଼ି ବିବାଦ ଦେଖାଦେବାର ସମ୍ଭାବନା ରହିଛି ।

  • ପ୍ରତିକାର- ଗଂ ଗଣପତୟେ ନମ ମନ୍ତ୍ର ଜପ କରନ୍ତୁ

ତୁଳା - ବ୍ୟବସାୟ କରିବାକୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ଶତ୍ରୁ ମାନେ ପରାଜିତ ହୋଇପାରନ୍ତି । ମହିଳାମାନେ ପ୍ରତି କାର୍ଯ୍ୟରେ ମାନସମ୍ମାନ ପାଇପାରନ୍ତି ।

  • ପ୍ରତିକାର- ଧଳା ମସ୍ତ୍ର ପରିଧାନ କରିବେ

ବିଛା -କର୍ମକ୍ଷେତ୍ରରେ ଆଶାନୁରୂପ ପାରିଶ୍ରମିକ ମିଳିପାରେ । ନୂଆବ୍ୟବସାୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ଦୂରସ୍ଥାନକୁ ଗଲା ବେଳେ ସତର୍କ ରୁହନ୍ତୁ ।

  • ପ୍ରତିକାର- ଲକ୍ଷ୍ମୀ ନୃସିଂହଙ୍କୁ ଆରାଧନା କରନ୍ତୁ

ଧନୁ -ବନ୍ଧୁମାନେ ଆର୍ଥିକ ସାହାଯ୍ୟ କରିପାରନ୍ତି । ଦୂର ସ୍ଥାନକୁ ଯାତ୍ରା ବେଳେ ସଜାଗ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ମକର -ପାରିବାରିକ କଳହ ଦେଖାଦେଇପାରେ । ସନ୍ତାନମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ଦୂର ଯାତ୍ରା ବେଳେ ସାବଧାନ ରୁହନ୍ତୁ ।

  • ପ୍ରତିକାର- ଗ୍ରାମ ଦେବୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ

କୁମ୍ଭ - ବ୍ୟବସାୟରେ ଧନ ଲାଭ ମିଳିପାରେ । ଜମିବାଡି କିଣାବିକା ପାଇଁ ଦିନଟି ଶୁଭ ହୋଇପାରେ । ପରିବାରରେ ବୁଝାମଣା ନେଇ ଦ୍ୱନ୍ଦ୍ୱ ରହିପାରେ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ମୀନ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହୋଇପାରେ । ଛାତ୍ରଛାତ୍ରୀ ପଢ଼ାରେ ଉନ୍ନତି କରିପାରନ୍ତି । ସୁସ୍ବାଦୁ ଭୋଜନ କରିପାରନ୍ତି, ଦିନଟି ହସଖୁସିରେ କଟିପାରେ ।

  • ପ୍ରତିକାର- ଓଁ ନମଃ ଶିବାୟ ଜପ କରନ୍ତୁ
Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ