ଆଜି ୨୦୨୨ ମସିହା, ମେ ମାସ, ୧୫ ତାରିଖ, ରବିବାର, ବୃଷ, ୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର, ତୁଳା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....
ମେଷ :-
Also Read
- ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରନ୍ତି
- ଘରକୁ ଅତିଥିଙ୍କ ଆଗମନ ହେବ, ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହୋଇପାରେ
- ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁବିଜୟୀ ହୋଇପାରନ୍ତି
ପ୍ରତିକାର-ଶ୍ରୀ ଲକ୍ଷ୍ମୀନୃସିଂହକୁ ଦର୍ଶନ କରନ୍ତୁ
ବୃଷ :-
- ରାଜନିତୀ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରନ୍ତି
- ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ,ବନ୍ଧୁ ସହଯୋଗର ହାତ ବଢାଇପାରନ୍ତି
- ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି
ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ
ମିଥୁନ :-
- ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବାସହିତ ଅପମାନ ପାଇପାରନ୍ତି
- ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ଆଣ୍ଠୁଗଣ୍ଟିରେ ଯନ୍ତ୍ରଣା ମଧ୍ୟ ଦେଖାଦେଇପାରେ
- ଛାତ୍ରଛାତ୍ରୀ ପାଠ ପଢାକୁନେଇ ମନରେ କଳ୍ପନା ଜାରି ରହିପାରେ
ପ୍ରତିକାର- ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ଦିଅନ୍ତୁ
କର୍କଟ :-
- କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ
- ରାଜନୀତିରେ ମାନ ସମ୍ମାନ ମିଳିବ, ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ
- ବକେୟା ପଡିଥିବା ଅର୍ଥ ପ୍ରାପ୍ତି ହୋଇପାରେ
ପ୍ରତିକାର- ନିଜର ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ
ସିଂହ :-
- ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହୋଇପାରେ
- ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ବାଦୁ ଭୋଜନ କରିପାରନ୍ତି
- ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି
ପ୍ରତିକାର-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ
କନ୍ୟା :-
- ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ
- ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ
- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମାନ ବୃଦ୍ଧି ହୋଇପାରେ
ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ
ତୁଳା:-
- ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହୋଇପାରେ
- ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ
- ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବାର ଆଶଙ୍କା ରହିଛି
ପ୍ରତିକାର- ମାଙ୍କୁ ପ୍ରଣାମ କରନ୍ତୁ
ବିଛା :-
- ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ଲାଗିରହିପାରେ
- ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହୋଇପାରେ
- ସୁସ୍ବାଦୁ ଭୋଜନ କରିପାରନ୍ତି
ପ୍ରତିକାର- ଲାଲ ସିନ୍ଦୁର ମଥାରେ ଲଗାନ୍ତୁ
ଧନୁ :-
- କର୍ମ କ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ
- ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇପାରନ୍ତି
- ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ
ପ୍ରତିକାର-ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ
ମକର :-
- ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ସୁଚିନ୍ତା କରିପାରନ୍ତି
- ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି
- ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ
କୁମ୍ଭ :-
- ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିପାରନ୍ତି
- ପରିବାରପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇପାରନ୍ତି
- ଆୟ ଅନୁପାତରେ ବ୍ୟୟ ଅଧିକ ହୋଇପାରେ
ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ
ମୀନ :-
- ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟା ସମାଧାନ ହୋଇପାରିବ ।
- ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିପାରନ୍ତି ।
- ଆର୍ଥିକ ସମସ୍ୟା ଲାଗି ରହିପାରେ ।
ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ