Daily Horoscope 16 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ମାସ ୧୬ ତାରିଖ, ବୁଧବାର, କୁମ୍ଭ ୪ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି କର୍କଟ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।

Daily Horoscope

ଆଜି ୨୦୨୨ ମସିହା ଫେବୃଆରୀ ମାସ ୧୬ ତାରିଖ, ବୁଧବାର, କୁମ୍ଭ ୪ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି କର୍କଟ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।

ଆଜିର ରାହୁକାଳ ଦିନ ୧୨ଟା ୧ରୁ ଦିନ ଗୋଟାଏ ୨୭ ମଧ୍ୟରେ ଯୋଗିନୀ ବାୟବ୍ୟେ କୋଣରେ ରହିବେ ।

ଆଜି ତୈଳ ସେବନ ମନା ।

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:-

କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ।

ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

ପ୍ରତିକାର:- ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

ବୃଷ:-

ଶାରୀରିକ ଓ ମାନସିକ ସୁସ୍ତତା ଅନୁଭବ କରିବେ।

ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି।

ବ୍ୟବସାୟରେ ଲାଭବାନ ହେବେ।

ପ୍ରତିକାର:- ଶୁଭ ଫଳ ପାଇବାକୁ ମଥାରେ ଚନ୍ଦନର ତିଳକ ଲଗାନ୍ତୁ।

ମିଥୁନ:-

କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ।

ଆୟ ବ୍ୟୟ ସମାନ ରହିବ।

ଛାତ୍ରଛାତ୍ରୀମାନେ ପଢ଼ାରେ ମନ ଦେବେ।

ପ୍ରତିକାର:- ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ।

କର୍କଟ:-

ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ମିଳିବ।

କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ।

ଶାରୀରିକ ଅସୁସ୍ଥତା ମଧ୍ୟ ଦେଖା ଦେଇପାରେ।

ପ୍ରତିକାର:- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ।

ସିଂହ:-

ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ।

ଚାକିରି କ୍ଷେତ୍ରରେ ଉନ୍ନତ୍ତି କରିବେ।

ନୂତନ କାର୍ଯ୍ୟଭାର ହାତକୁ ନେବେ।

ପ୍ରତିକାର:- ଶୁଭ ଫଳ ପାଇଁ ମଥାରେ ଚନ୍ଦନ ତିଳକ ଲଗାନ୍ତୁ।

କନ୍ୟା:-

ବ୍ୟବସାୟରେ ଅଧିକ ଲାଭ ପାଇବେ।

କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ଶତ୍ରୁମାନେ ପରାଜିତ ହେବେ।

ପ୍ରତିକାର:- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ।

ତୁଳା:-

ବିଭିନ୍ନ କାରଣରୁ ଦୁଶ୍ଚିନ୍ତା ଲାଗିରହିବ

ଶତ୍ରୁମାନେ ହଇରାଣ କରିପାରନ୍ତି

ପରିବାରରେ ଅଶାନ୍ତି ଦେଖାଦେଇପାରେ

ପ୍ରତିକାର:- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ଏବଂ ଧଳାରଙ୍ଗର ବ୍ୟବହାର କରନ୍ତୁ

ବିଛା:-

ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ।

ପରିବାରରେ ଶାନ୍ତି ରହିବ।

ପ୍ରତିକାର:- ନାଲି ରଙ୍ଗର ବ୍ୟବହାର କରନ୍ତୁ।

ଧନୁ:-

କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ।

ବ୍ୟବସାୟରେ ଲାଭବାନ ହେବେ।

ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ।

ପ୍ରତିକାର:- କେଶରର ତିଳକ ମଥାରେ ଲଗାନ୍ତୁ।

ମକର:-

ବ୍ୟବସାୟରେ ଲାଭବାନ ହେବେ।

ଚାକିରିରେ ପଦୋନ୍ନତ୍ତି ହୋଇପାରେ।

ଶାରୀରିକ ଅସୁସ୍ଥତା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ।

ପ୍ରତିକାର:- ଚନ୍ଦନ ତିଳକ ମଥାରେ ଲଗାନ୍ତୁ।

କୁମ୍ଭ:-

ବକେୟା ଅର୍ଥ ପ୍ରାପ୍ତି ହେବ।

ସୁସ୍ୱାଦୁ ଖାଦ୍ୟ ଭୋଜନ କରିବା ସହ ଭ୍ରମଣ ଯୋଗ ରହିଛି।

ପରିବାରରେ ସାମାନ୍ୟ ଭେଦଭାବ ଦେଖାଦେଇପାରେ।

ପ୍ରତିକାର:- ମଥାରେ ଚନ୍ଦନ ତିଳିକ ଲଗାନ୍ତୁ

ମୀନ:-

ପରିବାରରେ ଶାନ୍ତି ଶୃଙ୍ଖଳା ରହିବ।

ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ।

ଶାରୀରିକ ଓ ମାନସିକ ଶାନ୍ତି ପାଇବେ।

ପ୍ରତିକାର:- ଶୁଭ ଫଳ ବୃଦ୍ଧି ପାଇଁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।