Advertisment

ITBP Job: ଭାରତ ସରକାରରେ ଚାକିରି ଖୋଜୁଛନ୍ତି କି; ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ଭର୍ତ୍ତିହେବେ ୪୫୮ ଜଣ

ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ମିଳିବ ନିଯୁକ୍ତି। ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।

Vacancy for constable drivers in indo Tibetan border police force

Vacancy for constable drivers in indo Tibetan border police force

Advertisment

ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସ (ଗୃହ ମନ୍ତ୍ରଣାଳୟ) ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଅଛି ଅଛି ଖୁସି ଖବର। ଦୀର୍ଘ ଦିନ ପରେ ଗୃହ ମନ୍ତ୍ରଣାଳୟରେ ଭାରତ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ ପାଇଁ ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।

Advertisment

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍‌ recruitment.itbpolice.inc.in କୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଜୁନ୍ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୬ ଜୁଲାଇ ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସମାନକ୍ଷେତ୍ରରୁ ମାଟ୍ରିକ୍ କିମ୍ବା ଦଶମ ଶ୍ରେଣୀ ପାସ କରିଥିବା ଜରୁରୀ
  • ତାଙ୍କ ପାଖରେ ବୈଧ ହେଭି ଡ୍ୟୁଟି ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ –୨୭ ବର୍ଷ
  • ଭାରତ ସରକାରଙ୍କ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ କୋହଳ କରାଯିବ।
Advertisment

ଆବେଦନ ଶୁଳ୍କ:

  • ସାଧାରଣ ଏବଂ OBC – ୧୦୦ ଟଙ୍କା
  • ଏସ୍‌ସି, ଏସ୍‌ଟି ଏବଂ ପୂର୍ବତନ ସେବାୟତ – ଦେୟ ମୁକ୍ତ
Govt Jobs ITBP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ