Advertisment

ସାହିତ୍ୟ ଏକାଡେମୀରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା...

ଯଦି ଆପଣ ଜଣେ ମିଡିଆ ପ୍ରଫେସନାଲ୍‌ ଓ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।

Vacancies In Sahitya Akademi

Vacancies In Sahitya Akademi

Advertisment

ଯଦି ଆପଣ ଜଣେ ମିଡିଆ ପ୍ରଫେସନାଲ୍‌ ଓ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଅଟୋନମସ୍‌ ଅର୍ଗାନାଇଜେସନ୍‌ ସାହିତ୍ୟ ଏକାଡେମୀ ପକ୍ଷରୁ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଆବଶ୍ୟକ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ବୟସ ସୀମା ଇତ୍ୟାଦି ଅଫିସିଆଲ୍‌ ୱେବ୍‌ସାଇଟ୍‌- https://sahityaakademi.gov.in ରେ ଉପଲ୍ଲବ୍ଧ କରାଯାଇଛି। ଅଫିସିଆଲ୍‌ ବିଜ୍ଞପ୍ତି ଅନୁସାରେ, ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ମିଳିବ।

ଖାଲି ପଡ଼ିଥିବା ପଦବୀ ଓ ଅନ୍ୟାନ୍ୟ ତଥ୍ୟ...

ଆସିଷ୍ଟାଣ୍ଟ୍‌ ଏଡିଟର-୧ ପଦବୀ(OBC)

ଦରମା: ୫୬,୧୦୦-୧,୭୭,୫୦୦ ଟଙ୍କା, ଲେବଲ୍‌-୧୦

ସେଲ୍ସ-କମ୍‌-Exhibition ଆସିଷ୍ଟାଣ୍ଟ୍- ୧ ପଦବୀ(UR)

ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଲେବଲ୍‌-୬

ସିନିୟର ଆକାଉଣ୍ଟାଣ୍ଟ୍‌- ୧ ପଦବୀ (PwD-HH)

ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଲେବଲ୍‌-୬

ସିନିୟର ଏଡିଟର(ହିନ୍ଦୀ)- ୧ ପଦବୀ(OBC) 

ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଲେବଲ୍‌-୬

ସବ୍‌ ଏଡିଟର(ଇଂରାଜୀ)- ୧ ପଦବୀ(UR) 

ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଲେବଲ୍‌-୬

ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ୍‌- ୧ ପଦବୀ(OBC) 

ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଲେବଲ୍‌-୬

ରିସେପ୍‌ସନିଷ୍ଟ୍‌-କମ୍‌-ଟେଲିଫୋନ୍‌ ଅପରେଟର-୧ ପଦବୀ (UR) 

ଦରମା: ୨୫,୫୦୦-୮୧,୧୦୦ ଟଙ୍କା, ଲେବଲ୍‌-୪

ଷ୍ଟେନୋଗ୍ରାଫର ଗ୍ରେଡ୍‌-୨: ୨ ପଦବୀ (UR 1, UR- EWS 1) 

ଦରମା: ୨୫,୫୦୦-୮୧,୧୦୦ ଟଙ୍କା, ଲେବଲ୍‌-୪

ଯୋଗ୍ୟତା...

ଆଶାୟୀ ପ୍ରାର୍ଥୀ ଦଶମ/ଯୁକ୍ତ ଦୁଇ/ଡିଗ୍ରୀ/ପିଜି(ସମ୍ପୃକ୍ତ ବିଷୟ)/କମ୍ପ୍ୟୁଟର ଶିକ୍ଷା

Advertisment

ବୟସ ସୀମା..

ଆସିଷ୍ଟାଣ୍ଟ୍‌ ଏଡିଟର/ସେଲ୍ସ-କମ୍‌-Exhibition ଆସିଷ୍ଟାଣ୍ଟ୍/ସିନିୟର ଆକାଉଣ୍ଟାଣ୍ଟ୍‌ଙ୍କ ବୟସ ସୀମା- ୪୦ ବର୍ଷ

ସବ୍‌ ଏଡିଟର/ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ୍‌ଙ୍କ ବୟସ ସୀମା- ୩୫ ବର୍ଷ

ରିସେପ୍‌ସନିଷ୍ଟ୍‌-କମ୍‌-ଟେଲିଫୋନ୍‌ ଅପରେଟର/ଷ୍ଟେନୋଗ୍ରାଫର ଗ୍ରେଡ୍‌-୨ଙ୍କ ବୟସ ସୀମା- ୩୦ ବର୍ଷ

Advertisment

ଅଧିକ ସୂଚନା ପାଇଁ ଅଫିସିଆଲ୍‌ ବିଜ୍ଞପ୍ତି @ https://sahityaakademi.gov.inକୁ ଯାଇ ଚେକ୍‌ କରିପାରିବେ। 

Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ