Astrospeak
  • Live TV
  • Read In English

UPSC Recruitment 2024: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପୂରଣ ହେବ ଅନେକ ପଦବୀ

UPSC ରେ ପଦବୀ ନିହାତି ଏକ ସମ୍ମାନଜନକ ହୋଇଥାଏ। ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏମିତି ଏକ ଲକ୍ଷରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି।

UPSC Specialist Grade III, Scientist ‘B’ & Other Apply Online for 147 Posts
ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପୂରଣ ହେବ ଅନେକ ପଦବୀ

ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପଦବୀ ନିହାତି ଏକ ସମ୍ମାନଜନକ ହୋଇଥାଏ। ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏମିତି ଏକ ଲକ୍ଷରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ପ୍ରକ୍ରିୟାରେ ବୈଜ୍ଞାନିକ-ବି (ମେକାନିକାଲ୍), ଆନ୍ଥ୍ରୋପୋଲୋଜିଷ୍ଟ, ବିଶେଷଜ୍ଞ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବୈଜ୍ଞାନିକ 'ବି' (ସିଭିଲ୍ ଇଞ୍ଜିନିୟରିଂ), ବୈଜ୍ଞାନିକ 'ବି' ଭଳି ଅନେକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୭ ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ https://upsconline.nic.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UPSC Specialist Grade III, Scientist ‘B’ & Other Apply Online for 147 Posts Notification ଉପରେ କ୍ଲିକ୍ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଶିକ୍ଷାଗତ ଯୋଗ୍ୟତା:

ବୟସ ସୀମା:

ଆବେଦନ ଶୁଳ୍କ:

ଦରମା:

ଚୟନ ପ୍ରକ୍ରିୟା: