Advertisment

UPSC Recruitment 2024: UPSC ବାହାର କଲା ନୂଆ ବିଜ୍ଞପ୍ତି; ଯୁକ୍ତ ଦୁଇ ଥିଲେ ବି କରିବେ ଆବେଦନ

ଆପଣ ଯଦି UPSC ଚାକିରି କରିବାର ଏହି ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UPSC ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

UPSC Recruitment 2024  Apply for 82 posts

UPSC Recruitment 2024 Apply for 82 posts

Advertisment

ୟୁନିୟନ୍ ପବ୍ଲିକ୍ ସେର୍ଭିସ୍ କମିଶନ (UPSC) ପ୍ରତିବର୍ଷ ଅନେକ ପରୀକ୍ଷା କରାଏ। UPSC ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ପାଆନ୍ତି। UPSC ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ତଥାପି ଏଥିପାଇଁ ଅନେକ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UPSC ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ UPSC ରେ ଡେପୁଟି ସୁପରିଣ୍ଟେଡିଂ ଆର୍କିୟୋଲୋଜିଷ୍ଟ୍ ଓ କେବିନ୍ ସେପ୍ଟୀ ଇନ୍ସପେକ୍ଟର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୁକ୍ତ ଦୁଇ ପାଶ୍ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ https://upsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ UPSC Recruitment 2024 Apply for 82 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୫ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଡେପୁଟି ସୁପରିଣ୍ଟେଡିଂ ଆର୍କିୟୋଲୋଜିଷ୍ଟ୍ – ୬୭ଟି ପୋଷ୍ଟ୍‌
  • କେବିନ୍ ସେପ୍ଟୀ ଇନ୍ସପେକ୍ଟର – ୧୫ଟି ପୋଷ୍ଟ୍‌
  • ମୋଟ – ୮୨ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

ଡେପୁଟି ସୁପରିଣ୍ଟେଡିଂ ଆର୍କିୟୋଲୋଜିଷ୍ଟ୍ –

  • ପ୍ରତ୍ନତତ୍ତ୍ୱରେ ମାଷ୍ଟର ଡିଗ୍ରୀ କିମ୍ବା ଭାରତୀୟ ଇତିହାସରେ ମାଷ୍ଟର ଡିଗ୍ରୀ (ପ୍ରାଚୀନ ଭାରତୀୟ ଇତିହାସ କିମ୍ବା ମଧ୍ୟଯୁଗୀୟ ଭାରତୀୟ ଇତିହାସ)
  • କିମ୍ବା ଭୂବିଜ୍ଞାନରେ ମାଷ୍ଟର ଡିଗ୍ରୀ (ପ୍ଲାଇଷ୍ଟୋସିନ୍ ଜିଓଲୋଜି ଏକ ବିଷୟ ବା ଥେସିସ୍ ଭାବରେ)
  • ଏହା ସହିତ ଏକ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଅତି କମରେ ଏକ ବର୍ଷର ପ୍ରତ୍ନତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର କିମ୍ବା ଉନ୍ନତ ଡିପ୍ଲୋମା କିମ୍ବା ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ସର୍ବନିମ୍ନ ତିନି ବର୍ଷର କ୍ଷେତ୍ର ଅଭିଜ୍ଞତା

କେବିନ୍ ସେପ୍ଟୀ ଇନ୍ସପେକ୍ଟର –

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୧୦ + ୨ ଶିକ୍ଷା ସମାପ୍ତ

ବୟସ ସୀମା:

  • UR / EWS - ୩୫ ବର୍ଷ
  • OBC – ୩୮ ବର୍ଷ
  • SC / ST – ୪୦ ବର୍ଷ
  • PwBD – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଲେବଲ୍-୧୦ ପେ ମ୍ୟାଟ୍ରିକ୍ସରେ ସପ୍ତମ CPC ଅନୁଯାୟୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC / ST/ PwBD/ ମହିଲା - ଦେୟମୁକ୍ତ
  • ଅନ୍ୟ ସମସ୍ତ ପ୍ରାର୍ଥୀ – ୨୫ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
UPSC UPSC Jobs UPSC Recruitment Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ