Advertisment

UPSC Recruitment 2021: ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍‌ ୱେବ୍‌ସାଇଟ୍‌- www.upsconline.nic.in କୁ ଯାଇ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
UPSC Recruitment

UPSC Recruitment

Advertisment

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍‌ ୱେବ୍‌ସାଇଟ୍‌- www.upsconline.nic.in କୁ ଯାଇ ଆବେଦନ କରିପାରିବେ। UPSCର ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧୪ ହେଉଛି ୱେବ୍‌ସାଇଟ୍‌ରେ ଆବେଦନ କରିବାର ଶେଷ ତାରିଖ। ଅକ୍ଟୋବର ୧୫ ହେଉଛି ଅନ୍‌ଲାଇନ୍‌ ଆପ୍ଲିକେସନର ପ୍ରିଣ୍ଟ କପି ଦାଖଲର ଶେଷ ତାରିଖ। 

Advertisment

ଜାଣନ୍ତୁ, କେଉଁସବୁ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି....
•    ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର(ନାଭାଲ୍‌ କ୍ୱାଲିଟି ଆସ୍ୟୁରାନ୍ସ) ଇଲେକ୍ଟ୍ରିକାଲ୍‌-୨ଟି ପଦବୀ
•    ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର(ନାଭାଲ୍‌ କ୍ୱାଲିଟି ଆସ୍ୟୁରାନ୍ସ) ମେକାନିକାଲ୍‌-୩ଟି ପଦବୀ
•    ସିଭିଲ୍‌ ହାଇଡ୍ରୋଗ୍ରାଫିକ୍‌ ଅଫିସର, ଇଣ୍ଟିଗ୍ରେଟେଡ୍‌ ହେଡ୍‌କ୍ୱାର୍ଟର୍ସ(ନାଭି)-୨ଟି ପଦବୀ
•    ଇଣ୍ଟିଗ୍ରେଟେଡ୍‌ ହେଡ୍‌କ୍ୱାର୍ଟର୍ସ(ନାଭି)ରେ ଜୁନିଅର୍‌ ଟେକ୍ନିକାଲ୍‌ ଅଫିସର-୯ଟି ପଦବୀ
•    ପ୍ରିନ୍ସିପାଲ୍‌ ସିଭିଲ୍‌ ହାଇଡ୍ରୋଗ୍ରାଫିକ୍‌ ଅଫିସର, ଇଣ୍ଟିଗ୍ରେଟେଡ୍‌ ହେଡ୍‌କ୍ୱାର୍ଟର୍ସ(ନାଭି)-୧ଟି ପଦବୀ
•    ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆରେ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ଗ୍ରେଡ୍‌-୧: ୭ଟି ପଦବୀ
•    ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆରେ ଆସିଷ୍ଟାଣ୍ଟ୍‌ ସର୍ଭେ ଅଫିସର- ୪ଟି ପଦବୀ
•    ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆରେ ଷ୍ଟୋର୍‌ସ୍‌ ଅଫିସର-୧ଟି ପଦବୀ
•    ଡେଭଲପମେଣ୍ଟ୍‌ କମିଶନର(MSME) କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଗ୍ରେଡ୍‌-୨(Economic Investigation)-୩୦ଟି ପଦବୀ

ଇଚ୍ଛୁକ ପ୍ରାର୍ଥୀ UPSCର ଅଫିସିଆଲ ୱେବ୍‌ସାଇଟ୍‌ ଯାଇ ଏହି ପଦବୀ ପାଇଁ ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଚେକ୍‌ କରିପାରିବେ। ଅଧିକ ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ- UPSC Recruitment 

Advertisment
UPSC Recruitment 2021 UPSC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ