UPSC CDS Exam (I) 2025 Notification: UPSCରେ ୪୫୭ଟି ପଦବୀ ପୂରଣ ହେବ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

UPSC ଏହାର ଅଫିସିଆଲ୍ ୱେବ’ସାଇଟରେ UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।

UPSCରେ ୪୫୭ଟି ପଦବୀ ପୂରଣ ହେବ

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହାର ଅଫିସିଆଲ୍ ୱେବ’ସାଇଟରେ UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି।

ମିଳିତ ପ୍ରତିରକ୍ଷା ସେବା ପରୀକ୍ଷା (I), ୨୦୨୫ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

କେମିତି ପାଇବେ ଆଡମିଟ୍ କାର୍ଡ:

ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷା ତାରିଖ ପୂର୍ବରୁ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଇ-ଆଡମିଟ୍ କାର୍ଡ ପ୍ରଦାନ କରାଯିବ। UPSC ୱେବସାଇଟ୍ (http://upsc.gov.in) ରେ ପ୍ରାର୍ଥୀମାନଙ୍କ ଦ୍ୱାରା ଡାଉନ୍‌ଲୋଡ୍ ପାଇଁ ଇ-ଆଡମିଟ୍ କାର୍ଡ ଉପଲବ୍ଧ ହେବ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ କୌଣସି ଇ-ଆଡମିଟ୍ କାର୍ଡ ଡାକ ଦ୍ୱାରା ପଠାଯିବ ନାହିଁ।

ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ଭୁଲ ଉତ୍ତର ପାଇଁ ନକରାତ୍ମକ ମାର୍କିଂ ହେବ।

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

ଆବେଦନ ଶୁଳ୍କ:

କିପରି କରିବେ ଆବେଦନ: