Advertisment

UPSC Vacancy 2024: UPSCରେ ପୂରଣ ହେବ ଆସିଷ୍ଟାଣ୍ଟ ପ୍ରୋଗ୍ରାମର୍ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
UPSC Assistant Programmer Vacancy 2024 Post apply for 27 post

UPSC Assistant Programmer Vacancy 2024 Post apply for 27 post

Advertisment

ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରତିଯୋଗୀ ପରୀକ୍ଷା ଦେଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ UPSCରେ ଆସିଷ୍ଟାଣ୍ଟ ପ୍ରୋଗ୍ରାମର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୨୭ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୫,୬୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶେଷ ତାରିଖ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ UPSC Assistant Programmer Vacancy 2024 Post apply for 27 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ନଭେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • SC – ୦୪ଟି ପୋଷ୍ଟ୍‌
  • ST – ୦୨ଟି ପୋଷ୍ଟ୍‌
  • OBC – ୦୯ଟି ପୋଷ୍ଟ୍‌
  • EWS – ୦୪ଟି ପୋଷ୍ଟ୍‌
  • UR – ୦୮ଟି ପୋଷ୍ଟ୍‌
  • ମୋଟ୍ – ୨୭ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନ୍ / କମ୍ପ୍ୟୁଟର ସାଇନ୍ସ / ମାଷ୍ଟର ଅଫ୍ ଟେକ୍ନୋଲୋଜି (କମ୍ପ୍ୟୁଟର ଆପ୍ଲିକେସନରେ ସ୍ୱତନ୍ତ୍ରତା ସହିତ) ଡିଗ୍ରୀ ରହିବା ଆବଶ୍ୟକ
  • ସ୍ନାତକ ଇଞ୍ଜିନିୟରିଂ / କମ୍ପ୍ୟୁଟର ଇଞ୍ଜିନିୟରିଂ / କମ୍ପ୍ୟୁଟର ସାଇନ୍ସ / କମ୍ପ୍ୟୁଟର ଟେକ୍ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।
  • ଏହା ବ୍ୟତୀତ କମ୍ପ୍ୟୁଟର ଆପ୍ଲିକେସ୍ନ / କମ୍ପ୍ୟୁଟର ସାଇନ୍ସ / ଇଲେକ୍ଟ୍ରୋନିକ୍ସ / ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀଧାରୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ ହେବେ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • UR/EWS, – ୩୩ ବର୍ଷ
  • SC/ST – ୩୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwBD /ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୨୫ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, “ORA” ଉପରେ କ୍ଲିକ୍ କରନ୍ତୁ
  • ପଦବୀ ଚୟନ କରନ୍ତୁ
  • ଆବଶ୍ୟକ ବିବରଣୀ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: NTPC Recruitment 2024: NTPCରେ ପୂରଣ ହେବ କାର୍ଯ୍ୟନିର୍ବାହୀ ପଦବୀ; ମାସକୁ ଦରମା ୪୦ ହଜାର

UPSC Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ