Advertisment

Union Bank of India vacancy 2024: ଗ୍ରାଜୁଏସନ୍ କରିଥିଲେ ବ୍ୟାଙ୍କରେ ଅଫିସର୍ ଚାକିରି; ଓଡ଼ିଶାରେ ୧୦୦ ପ୍ରାର୍ଥୀଙ୍କୁ ସୁଯୋଗ

UBIରେ ଅଫିସର୍ ପଦବୀ ପୂରଣ ହେବ। ଏନେଇ UBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Union Bank of India vacancy 2024 Post apply for 1500 post

Union Bank of India vacancy 2024 Post apply for 1500 post

Advertisment

ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୟୁନିୟନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UBI) ଏହି ସୁଯୋଗ ନେଇ ଆସିଛି। UBIରେ ଅଫିସର୍ ପଦବୀ ପୂରଣ ହେବ। ଏନେଇ UBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ UBIରେ ଲୋକାଲ୍ ବ୍ୟାଙ୍କ୍ ଅଫିସର(LBO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୫୦୦ ପଦବୀ ପୂରଣ ହେବ। ଦେଶର ଅନେକ ରାଜ୍ୟରେ ଏହି ପଦବୀ ପୂରଣ ହେବାକୁ ଥିବା ବେଳେ ଓଡ଼ିଶାରେ ୧୦୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBI ର ଅଫିସିଆଲ୍ ୱେବ୍‌ସାଇଟ୍‌ unionbankofindia.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ Union Bank of India vacancy 2024 Post apply for 1500 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୩ ନଭେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • UR – ୬୧୩ଟି ପୋଷ୍ଟ୍‌
  • EWS – ୧୫୦ଟି ପୋଷ୍ଟ୍‌
  • OBC – ୪୦୪ଟି ପୋଷ୍ଟ୍‌
  • SC – ୨୨୪ଟି ପୋଷ୍ଟ୍‌
  • ST – ୧୦୯ଟି ପୋଷ୍ଟ୍‌
  • ମୋଟ୍ – ୧୫୦୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଷ୍ଟାଇପେଣ୍ଡ୍:

  • ସର୍ବନିମ୍ନ ଦରମା – ୨୪,୦୦୦ ଟଙ୍କା
  • ସର୍ବାଧିକ ଦରମା – ୨,୧୫,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ OBC/EWS – ୮୫୦ ଟଙ୍କା
  • SC/ST /PWBD/ESM – ୧୭୫ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ପରୀକ୍ଷା
  • ଗ୍ରୁପ୍ ଡିସ୍‌କସନ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Search Job Seekers Bank Jobs Union Bank Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ