Advertisment

UIICL Recruitment 2023: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଯଦି ଆପଣ କୌଣସି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। UIICL ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅନୁଯାୟୀ ଅନୁଷ୍ଠାନରେ ଅନେକ ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
UIICL Specialist Recruitment 2023: Apply for 100 posts

UIICL Specialist Recruitment 2023: Apply for 100 posts

Advertisment

ଯଦି ଆପଣ କୌଣସି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସୁରାନ୍ସ କମ୍ପାନୀ ଲିମିଟେଡ୍(UIICL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଅନୁଷ୍ଠାନରେ ଅନେକ ପଦବୀ ପୂରଣ ହେବ।

Advertisment

ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ UIICLର ଅଫିସିଆଲ୍ ୱେବସାଇଟ୍‌ www.uiic.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ UIICL Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୦୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଅଗଷ୍ଟ୍ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଟେଷ୍ଟ୍ – ଅକ୍ଟୋବର ଦ୍ୱିତୀୟ ସପ୍ତାହ
Advertisment

ଖାଲି ପଦବୀ:

  • ଆଇନ ବିଶେଷଜ୍ଞ – ୨୫ଟି ପୋଷ୍ଟ୍
  • ଆକାଉଣ୍ଟସ୍ / ଫାଇନାନ୍ସ ସ୍ପେଶାଲିଷ୍ଟ – ୨୪ଟି ପୋଷ୍ଟ୍
  • କମ୍ପାନୀ ସେକ୍ରେଟାରୀ – ୦୩ଟି ପୋଷ୍ଟ୍
  • ଆକ୍‌ଚୁଆରୀ – ୦୩ଟି ପୋଷ୍ଟ୍
  • ଡାକ୍ତର – ୨୦ଟି ପୋଷ୍ଟ୍
  • ଇଞ୍ଜିନିୟର – ୨୨ଟି ପୋଷ୍ଟ୍
  • କୃଷି ବିଶେଷଜ୍ଞ – ୩ଟି ପୋଷ୍ଟ୍

ଯୋଗ୍ୟତା:

  • ପଦବୀ ଅନୁଯାୟୀ ସମ୍ପୃକ୍ତ ବିଷୟରେ UG / PG ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୧ ବର୍ଷ
  • ସର୍ବାଧିକ ବୟସ - ୩୦ ବର୍ଷ
  • ୩୧ ମାର୍ଚ୍ଚ ୨୦୨୩ ଅନୁସାରେ ବୟସ ଗଣନା ହେବ
  • ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସରେ କୋହଳ ଦିଆଯିବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗର ପ୍ରାର୍ଥୀ – ୧୦୦୦ ଟଙ୍କା
  • SC / ST / PwBD, ସ୍ଥାୟୀ କର୍ମଚାରୀ – ୨୫୦ ଟଙ୍କା

ଚୟନ ପ୍ରକ୍ରିୟା:

  • କେବଳ ସାକ୍ଷାତକାର(ଡାକ୍ତର)
  • ଅନ୍‌ଲାଇନ୍ ଟେଷ୍ଟ୍ / ସାକ୍ଷାତକର(ଅନ୍ୟାନ୍ୟ)
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ