Advertisment

SIDBIରେ ଚାକିରି : ୧୦୦ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍ ପଦବୀ ଖାଲି

SIDBI ସାଧାରଣ ଷ୍ଟ୍ରିମର୍‌ ଗ୍ରେଡ୍-ଏ ବର୍ଗ ଅଧୀନରେ ୧୦୦ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍ ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।

SIDBI Recruitment 2022: Apply For 100 Assistant Manager Posts

SIDBI Recruitment 2022: Apply For 100 Assistant Manager Posts

Advertisment

କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SIDBI) ସାଧାରଣ ଷ୍ଟ୍ରିମର୍‌ ଗ୍ରେଡ୍-ଏ ବର୍ଗ ଅଧୀନରେ ୧୦୦ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍ ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SIDBIର ଅଫିସିଆଲ୍ ୱେବସାଇଟ୍‌ (www.sidbi.in) କୁ ଯାଇ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ ପାଇଁ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୪ ମାର୍ଚ୍ଚ ୨୦୨୨

• ଅନ୍‌ଲାଇନ୍ ଆବେଦନ ଦାଖଲର ଶେଷ ତାରିଖ: ୨୫ ମାର୍ଚ୍ଚ ୨୦୨୨

• ବୟସ ସମ୍ବନ୍ଧରେ ଯୋଗ୍ୟ ପ୍ରାର୍ଥୀ ପାଇଁ କଟ୍ ଅଫ୍ ତାରିଖ: ୪ ମାର୍ଚ୍ଚ ୨୦୨୨

• ଶିକ୍ଷାଗତ ଯୋଗ୍ୟତାକୁ ନେଇ କଟ୍ ଅଫ୍ ତାରିଖ: ୨୪ ମାର୍ଚ୍ଚ ୨୦୨୨

• SIDBI ଗ୍ରେଡ୍-ଏ ପରୀକ୍ଷା: ୧୬ ଏପ୍ରିଲ ୨୦୨୨

• SIDBI ଗ୍ରେଡ୍-ଏ ସାକ୍ଷାତକାର ତାରିଖ: ମେ, ୨୦୨୨

ଖାଲି ପଦବୀ:

ଆସିଷ୍ଟାଣ୍ଟ୍ ମ୍ୟାନେଜର୍: ୧୦୦ ପୋଷ୍ଟ୍‌

• UR: ୪୩

• SC: ୧୬

• ST: ୭

• OBC: ୨୪

• EWS: ୧୦

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀମାନେ ଆଇନ୍‌ରେ ସ୍ନାତକୋତ୍ତର ଡିଗ୍ରୀ, କିମ୍ବା ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ (ଅଧିକ ପସନ୍ଦ ସିଭିଲ୍ / ଇଲେକ୍ଟ୍ରିକାଲ୍ / ମେକାନିକାଲ୍) କିମ୍ବା UGC ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଉଚିତ। କିମ୍ବା UGC/ GOI ସ୍ୱୀକୃତିପ୍ରାପ୍ତ କୌଣସି ସଂସ୍ଥାରୁ CA / CS / CWA / CFA କିମ୍ବା Ph.D. କରିଥିବା ଉଚିତ।

Advertisment

SC / ST କ୍ଷେତ୍ରରେ ଉପରୋକ୍ତ ଯେକୌସି ଯୋଗ୍ୟତାରେ ଜଣେ ପ୍ରାର୍ଥୀ ସର୍ବନିମ୍ନ ୬୦% ମାର୍କ ରଖିଥିବେ କିମ୍ବା ପ୍ରଥମ ଶ୍ରେଣୀରେ (୫୫% କିମ୍ବା ଦ୍ୱିତୀୟ ଶ୍ରେଣୀ) ଉର୍ତ୍ତିର୍ଣ୍ଣ ହୋଇଥିବେ।

ଚୟନ ପ୍ରକ୍ରିୟା:

• ଲିଖିତ ପରୀକ୍ଷା ଏବଂ ସାକ୍ଷାତକାରରେ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

• ବୟସ ସୀମା: ପ୍ରାର୍ଥୀ ୨୧ ବର୍ଷରୁ କମ୍ ହୋଇ ନଥିବେ ଏବଂ ମାର୍ଚ୍ଚ ୪, ୨୦୨୨ ସୁଦ୍ଧା ୨୮ ବର୍ଷରୁ ଅଧିକ ହୋଇ ନଥିବେ।

Advertisment

ଆବେଦନ ଫି’:

• OBCs / EWS ଏବଂ ସାଧାରଣ ପ୍ରାର୍ଥୀ - ୧୧୦ ଟଙ୍କା

• SC / ST / PwBD – ଇଣ୍ଟିମେସନ୍‌ ଚାର୍ଜ ଭାବରେ ୧୭୫ ଟଙ୍କା

• ପେ ସ୍କେଲ୍‌: ମନୋନୀତ ପ୍ରାର୍ଥୀ ୭୦,୦୦୦ ଟଙ୍କା ଦରମା ପାଇବେ।

କିପରି ଆବେଦନ କରିବେ:

ପ୍ରାର୍ଥୀମାନେ www.sidbi.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ