Advertisment

SECL Recruitment 2024: ଖାଲି ପଡ଼ିଛି ୧୪୨୫ ପୋଷ୍ଟ..ଜାଣନ୍ତୁ ଆବେଦନର ଶେଷ ତାରିଖ..

SECL (ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
SECL Recruitment 2024

SECL Recruitment

Advertisment

SECL (ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀ SECL ର ଅଫିସିଆଲ୍‌ ୱେବସାଇଟ୍‌ secl-cil.in ରେ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୨୭ ଫେବ୍ରୁଆରୀ ୨୦୨୪।

Advertisment

ପଦବୀ ବିବରଣୀ:

  • ଗ୍ରାଜୁଏଟ୍‌ ଆପ୍ରେଣ୍ଟିସ୍‌- ୩୫୦ ପୋଷ୍ଟ
  • ଟେକ୍‌ନିସିଆନ୍‌ ଆପ୍ରେଣ୍ଟିସ୍‌- ୧୦୭୫ ପୋଷ୍ଟ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ

Advertisment

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟରିଂର ଆପ୍ରେଣ୍ଟିସ୍‌ସିପ୍‌ ୪ ବର୍ଷର ସ୍ନାତକୋତ୍ତ ତଥା ଡିଗ୍ରୀ ଅଥବା ଇଞ୍ଜିନିୟରିଂର ଟେକନିସିଆନ୍‌ ଶାଖାରେ ୩ ବର୍ଷର ଡିପ୍ଲୋମା କରିଥିବା ନିହାତି ଆବଶ୍ୟକ। ଆଶାୟୀ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଏହି ଡିଗ୍ରୀ ହାସଲ କରିଥିବେ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ..

ଚୟନ ପ୍ରକ୍ରିୟା:

ଇଞ୍ଜିନିୟରିଂ / ଡିପ୍ଲୋମା ପାସ୍ କରିବାର ତାରିଖ ଅନୁଯାୟୀ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ହେବ। ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରଥମେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଏହାପରେ ଡାକ୍ତରୀ ପରୀକ୍ଷାରେ ଫିଟ୍ ମିଳିବା ପରେ ତାଲିମ ପାଇଁ ଅନୁମତି ଦିଆଯିବ ।

Advertisment

ମାର୍ଚ୍ଚ ୧୫ ରୁ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସମାନ କାର୍ଯ୍ୟସୂଚୀ ୱେବସାଇଟରେ ଅପଲୋଡ୍ ହେବ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ SECL ର ଅଫିସିଆଲ୍ ୱେବସାଇଟ୍ secl-cil.in ଯାଇ ଦେଖିପାରିବେ।

ଅଧିକ ପଢ଼ନ୍ତୁ: BECIL ଭୁବନେଶ୍ୱର ପାଇଁ ଚାଲିଛି ନିଯୁକ୍ତି; ପଞ୍ଚମ ପିଲା ବି କରିପାରିବେ ଆବେଦନ

SECL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ