Advertisment

SBI SO Recruitment 2024: SBIରେ ପୂରଣ ହେବ ଅଫିସର୍ ପଦବୀ; ୧୦ ହଜାରରୁ ଅଧିକ ପଦବୀ ପାଇଁ ଚାଲିଛି ଆବେଦନ

ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୧୦ ହଜାରରୁ ଅଧିକ ପଦବୀ ପୂରଣ ହେବ।

SBI SO Recruitment Apply for 1040 posts

SBI SO Recruitment Apply for 1040 posts

Advertisment

ଭାରତରେ ସାଧାରଣତଃ ବ୍ୟାଙ୍କ୍ ଚାକିରିକୁ ସମ୍ମାନର ସହିତ ନିଆଯାଏ। ଏହା ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ହୁଏ ତେବେ ଖୁସି କହିଲେ ନ ସରେ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ SBIରେ ସ୍ପେଶାଲିଷ୍ଟ ଅଫିସର(SO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ବୈଷୟିକ୍ କ୍ଷେତ୍ରରେ ଡିଗ୍ରୀ ଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦ ହଜାରରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI SO Recruitment Apply for 1040 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୯ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • କେନ୍ଦ୍ରୀୟ ଅନୁସନ୍ଧାନ ଦଳ (ପ୍ରଡକ୍ଟ୍ ଲିଡ୍) – ୨ଟି ପୋଷ୍ଟ୍‌
  • କେନ୍ଦ୍ରୀୟ ଅନୁସନ୍ଧାନ ଦଳ (ସପୋର୍ଟ) – ୨ଟି ପୋଷ୍ଟ୍‌
  • ପ୍ରକଳ୍ପ ବିକାଶ ପରିଚାଳକ (ଟେକ୍ନୋଲୋଜୀ) – ୧ଟି ପୋଷ୍ଟ୍‌
  • ପ୍ରକଳ୍ପ ବିକାଶ ପରିଚାଳକ (ବିଜ୍‌ନେସ୍) – ୨ଟି ପୋଷ୍ଟ୍‌
  • ସମ୍ପର୍କ ପରିଚାଳକ – ୨୭୩ଟି ପୋଷ୍ଟ୍‌
  • VP ସ୍ୱାସ୍ଥ୍ୟ – ୬୪୩ଟି ପୋଷ୍ଟ୍‌
  • ରିଲେସନସିପ୍ ମ୍ୟାନେଜର୍(ଟିମ୍ ଲିଡ୍) – ୩୨ଟି ପୋଷ୍ଟ୍‌
  • ଆଞ୍ଚଳିକ ମୁଖ୍ୟ – ୬ଟି ପୋଷ୍ଟ୍‌
  • ବିନିଯୋଗ ବିଶେଷଜ୍ଞ – ୩୦ଟି ପୋଷ୍ଟ୍‌
  • ବିନିଯୋଗ ଅଧିକାରୀ – ୪୯ଟି ପୋଷ୍ଟ୍‌
  • ମୋଟ – ୧୦୪୦ଟି ପୋଷ୍ଟ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଷ୍ଟ୍ରୁମେଣ୍ଟେସନ୍, କିମ୍ବା BE, B.Tech ରେ ଡିଗ୍ରୀ ହାସଲ କରିବା ଆବଶ୍ୟକ
  • କିମ୍ବା ସେକୌଣସି ସମ୍ବନ୍ଧୀୟ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୩ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବାର୍ଷିକ ଦରମା:

  • ସର୍ବନିମ୍ନ ଦରମା – ୨୦.୫୦ ଲ‍କ୍ଷ ଟଙ୍କା
  • ସର୍ବାଧିକ ଦରମା – ୬୬.୫୦ ଲ‍କ୍ଷ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ଏହା ସବୁ ବର୍ଗ ପାଇଁ ଦେୟମୁକ୍ତ
  • ସାଧାରଣ ବର୍ଗ/EWS – ୭୫୦ ଟଙ୍କା
  • SC/ ST/ OBC/ PwBD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ମିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • SBIର ଅଫିସିଆଲ୍ ୱେବସାଇଟ’କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Careerର ଅପ୍ସନ ଚୟନ କରନ୍ତୁ
  • ସ୍କ୍ରିନ୍‌ରେ ଆପଣ ପଞ୍ଜୀକରଣ ଫର୍ମ ପୂରଣ କରିବାର ଅପ୍ସନ ପାଇବେ, ସେଠାକୁ ଯାଆନ୍ତୁ ଏବଂ ନିଜକୁ ପଞ୍ଜୀକରଣ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ
SBI Govt Jobs SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ