Advertisment

SBIରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି; ୬୪୧ଟି ପଦବୀ ପୂରଣ ହେବ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି। ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
SBI recruitment-2022 bumper vacancy on these posts

SBI recruitment-2022 bumper vacancy on these posts

Advertisment

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଚ୍ୟାନେଲ୍‌ ମ୍ୟାନେଜର୍‌ ଫେସିଲିଟେଟର୍ ଏନିଟାଇମ୍ ଚ୍ୟାନେଲ୍‌ CMF-AC), ଚ୍ୟାନେଲ୍‌ ମ୍ୟାନେଜର ସୁପର୍‌ଭାଇଜର୍‌ ଏନିଟାଇମ୍ ଚ୍ୟାନେଲ୍‌ (CMS-AC) ଏବଂ ସପୋର୍ଟ ଅଫିସର - ଏନିଟାଇମ୍ ଚ୍ୟାନେଲ୍‌ (SO-AC) ପଦବୀ ପୂରଣ ହେବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି SBIର ଅଫିସିଆଲ୍ ୱେବ୍‌ସାଇଟ୍ sbi.co.in ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://recruitment.bank.sbi/crpd-rs-2022-23-07/apply ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ। ଏଥିସହ, ଆପଣ ଏହି ଲିଙ୍କ୍ https://sbi.co.in/documents/77530/25386736/17052022_Final ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ ଆବେଦନ କରିବାର ଆରମ୍ଭ ତାରିଖ – ୧୦ ମେ ୨୦୨୨
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୦୭ ଜୁନ୍ ୨୦୨୨
Advertisment

ଖାଲି ପଦବୀ:

  • ଚ୍ୟାନେଲ୍‌ ମ୍ୟାନେଜର୍‌ ଫେସିଲିଟେଟର୍ ଏନିଟାଇମ୍ ଚ୍ୟାନେଲ୍‌ (CMF-AC) - ୫୦୩
  • ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ୍ ଚ୍ୟାନେଲ୍‌ (CMS-AC) - ୧୩୦
  • ସପୋର୍ଟ ଅଫିସର - ଏନିଟାଇମ୍ ଚ୍ୟାନେଲ୍‌ (SO-AC) - ୮

ଯୋଗ୍ୟତା:

  • ଯୋଗ୍ୟତା ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ।
SBI recruitment-2022SBIରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି; ଜାଣନ୍ତୁ ଯୋଗ୍ୟତା

ଦରମା:

  • ଚ୍ୟାନେଲ୍‌ ମ୍ୟାନେଜର୍‌ ଫେସିଲିଟେଟର୍ ଏନିଟାଇମ୍ ଚ୍ୟାନେଲ୍‌ (CMF-AC) - ମାସିକ ୩୬,୦୦୦
  • ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ୍ ଚ୍ୟାନେଲ୍‌ (CMS-AC) - ମାସିକ ୪୧,୦୦୦
  • ସପୋର୍ଟ ଅଫିସର- ଏନିଟାଇମ୍ ଚ୍ୟାନେଲ୍‌ (SO-AC) - ମାସିକ ୪୧,୦୦୦
Advertisment

ବୟସ:

  • ପ୍ରାର୍ଥୀଙ୍କ ବୟସ ସୀମା ୬୦ ବର୍ଷ ହେବା ଉଚିତ

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ୍
  • ସାକ୍ଷାତକାର
  • ମେରିଟ୍ ଲିଷ୍ଟ୍

ଏଇଠି କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ:

Govt Jobs SBI Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ