Advertisment

RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

RRB Paramedical Recruitment 2024  Apply for 1376 posts

RRB Paramedical Recruitment 2024 Apply for 1376 posts

Advertisment

ଭାରତୀୟ ରେଳବାଇରେ ସାରା ବର୍ଷ ବିଭିନ୍ନ ପଦବୀକୁ ନେଇ ନିଯୁକ୍ତି ବାହାରେ। ଅନେକ ଯୁବକ ମଧ୍ୟ ଭାରତୀୟ ରେଳବାଇରେ ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥାନ୍ତି। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ନର୍ସିଂ ଅଧୀକ୍ଷକ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ନିରୀକ୍ଷକ ଗ୍ରେଡ୍ III, ଫାର୍ମାସିଷ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ ଗ୍ରେଡ୍ II ସମେତ ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୩ ଶହରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍‌ www.indianrailways.gov.in.କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRB Paramedical Recruitment 2024 Apply for 1376 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଡାଏଟିସିଆନ୍ – ୫ଟି ପୋଷ୍ଟ୍
  • ନର୍ସିଂ ଅଧୀକ୍ଷକ – ୭୧୩ଟି ପୋଷ୍ଟ୍
  • ଅଡିଓୋଲୋଜିଷ୍ଟ୍ ଏବଂ ସ୍ପିଚ୍ ଥେରାପିଷ୍ଟ – ୪ଟି ପୋଷ୍ଟ୍
  • କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍ – ୭ଟି ପୋଷ୍ଟ୍
  • ଡେଣ୍ଟାଲ୍ ହାଇଜେନିଷ୍ଟ୍ – ୩ଟି ପୋଷ୍ଟ୍
  • ଡାଏଲିସିସ୍ ଟେକ୍ନିସିଆନ୍ – ୨୦ଟି ପୋଷ୍ଟ୍
  • ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ନିରୀକ୍ଷକ ଗ୍ରେଡ୍ III – ୧୨୬ଟି ପୋଷ୍ଟ୍
  • ଲ୍ୟାବ୍ ଅଧୀକ୍ଷକ ଗ୍ରେଡ୍ III – ୨୭ଟି ପୋଷ୍ଟ୍
  • ପରଫ୍ୟୁନେନିଷ୍ଟ – ୦୨ଟି ପୋଷ୍ଟ୍
  • ଫିଜିଓଥେରାପିଷ୍ଟ ଗ୍ରେଡ୍ II – ୨୦ଟି ପୋଷ୍ଟ୍
  • ବ୍ୟବସାୟିକ ଚିକିତ୍ସକ – ୦୨ଟି ପୋଷ୍ଟ୍
  • କ୍ୟାଥ୍ ଲ୍ୟାବ୍ ଟେକ୍ନିସିଆନ୍ – ୦୨ଟି ପୋଷ୍ଟ୍
  • ଫାର୍ମାସିଷ୍ଟ (ଏଣ୍ଟ୍ରି ଗ୍ରେଡ୍) – ୨୪୬ଟି ପୋଷ୍ଟ୍
  • ରେଡିଓଗ୍ରାଫର ଏକ୍ସ-ରେ ଟେକ୍ନିସିଆନ – ୬୪ଟି ପୋଷ୍ଟ୍
  • ସ୍ପିଚ୍ ଥେରାପିଷ୍ଟ୍ – ୦୧ଟି ପୋଷ୍ଟ୍
  • କାର୍ଡିଆକ୍ ଟେକ୍ନିସିଆନ୍ – ୦୪ଟି ପୋଷ୍ଟ୍
  • ଅପ୍ଟୋମେଟ୍ରିଷ୍ଟ – ୪ଟି ପୋଷ୍ଟ୍
  • ECG ଟେକ୍ନିସିଆନ୍ – ୧୩ଟି ପୋଷ୍ଟ୍
  • ଲ୍ୟାବ୍ ଆସିଷ୍ଟାଣ୍ଟ ଗ୍ରେଡ୍ II – ୯୪ଟି ପୋଷ୍ଟ୍
  • ଫିଲ୍ଡ ୱାର୍କର – ୧୯ଟି ପୋଷ୍ଟ୍
  • ମୋଟ୍ – ୧୩୭୬ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାଶ୍/ ଡିଗ୍ରୀ ଡିପ୍ଲୋମା ହାସଲ କରିଥିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ଦରମା – ୪୪,୯୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ EWS/ OBC – ୫୦୦ଟଙ୍କା
  • SC/ ST/ PwBD /ExSM/ମହିଳା – ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • RRBର ଅଫିସିଆଲ୍ ୱେବସାଇଟ୍‌ rrbapply.gov.in କୁ ଯାଆନ୍ତୁ
  • ନିଜକୁ ପଞ୍ଜିକୃତ କରନ୍ତୁ
  • ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢନ୍ତୁ
  • ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ
Indian Railways RRB RRB Recruitment Indian Railway Jobs Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ