Advertisment

RRB Recruitment: RRB ରେ ବିଭିନ୍ନ ପଦବୀ ପାଇଁ ଆବେଦନ; ପୂରଣ ହେବ ୫୬ ହଜାରରୁ ଅଧିକ ପଦବୀ

ଆସିଷ୍ଟାଣ୍ଟ ଲୋକୋମୋଟିଭ୍ ପାଇଲଟ୍ କିମ୍ବା ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB) ବିଜ୍ଞାପ୍ତି ପ୍ରକାଶ କରିଛି। ଏହା ମାଧ୍ୟମରେ ସମଗ୍ର ଦେଶରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତ ପାଇବେ।

ଅଦ୍ୟତନ ହୋଇଛି
RRB ALP Recruitment 2024 Notification

RRB ALP Recruitment 2024 Notification

Advertisment

ଯେଉଁମାନେ ଭାରତୀୟ ରେଳବାଇରେ ଡ୍ରାଇଭର କିମ୍ବା ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଚାକିରି ପାଇବାକୁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଆସିଷ୍ଟାଣ୍ଟ ଲୋକୋମୋଟିଭ୍ ପାଇଲଟ୍ କିମ୍ବା ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB) ବିଜ୍ଞାପ୍ତି ପ୍ରକାଶ କରିଛି। ଏହା ମାଧ୍ୟମରେ ସମଗ୍ର ଦେଶରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତ ପାଇବେ।

Advertisment

ଏହି ନିଯୁକ୍ତି ପାଇଁ ଆବେଦନ ଅନ୍‌ଲାଇନ୍ ମୋଡ୍‌ରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୫୬୯୬ ପଦବୀ ପୂରଣ ହେବ। ଦଶମ ପାଶ ସହିତ ଏହିସବୁ ସାର୍ଟିଫିକେଟ୍ ଥିଲେ ନେଇପାରିବେ ସୁଯୋଗ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବସାଇଟ୍ indianrailways.gov.in କୁ ଯାଇ ଆବେଦନ କରିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ଜାନୁୟାରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୯ ଫେବୃଆରୀ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାଶ୍
  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା ଡିଗ୍ରୀ / ITI
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧ ଜୁଲାଇ ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST/SC/PWD/ESM – ୦୫ ବର୍ଷ
  • PWD+SC/ST –୧୫ ବର୍ଷ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ଦରମା – ୬୩,୨୦୦ଟଙ୍କା

ଆବେଦନ ଶୁଳ୍କ:

  • General/ EWS/ OBC – ୫୦୦ ଟଙ୍କା
  • SC / ST / Phd/ମହିଳା – ୨୫୦ ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + 2 / ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍,
  • କମ୍ପ୍ୟୁଟର ସାର୍ଟିଫିକେଟ୍
  • ଦସ୍ତଖତ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ ଆଟେଷ୍ଟେଡ ପାସ୍‌ପୋର୍ଟ ଆକାରର ଫଟୋଗ୍ରାଫ୍

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ ଟେଷ୍ଟ୍

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ indianrailways.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Recruitment ବିଭାଗରେ କ୍ଲିକ୍ କରନ୍ତୁ
  • ଏହାପରେ Railway ALP Recruitment 2024ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ Railway ALP Recruitment 2024ର ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ
  • Online ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit ବଟନ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ ବାହାର କରନ୍ତୁ
RRB RRB Recruitment Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ