Advertisment

RITES ଲିମିଟେଡ୍‌ରେ ଚାକିରି… ଇଞ୍ଜିନିୟରିଂ ପିଲା ନେବେ ସୁଯୋଗ; ଦରମା ୧.୨୦ ଲକ୍ଷ

ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍‌ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏନେଇ RITES ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
RITES Recruitment 2024 Notification

RITES Recruitment 2024 Notification

Advertisment

ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍‌ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏନେଇ RITES ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଡିଜାଇନ ଇଞ୍ଜିନିୟର, CAD ଡ୍ରାଫ୍ଟମ୍ୟାନ୍ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ସଂସ୍ଥାର ଅଫିସିଆଲ ୱେବ୍‌ସାଇଟ୍‌ https://www.rites.com/Career କୁ ଯାଇ ଦେଖିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RITES Recruitment 2024: Monthly Salary Upto Rs. 120000 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ସାଉଥ୍ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୨୮୬୦ ପଦବୀ

ଖାଲି ପଦବୀ:

  • ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ
  • ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ
Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୫୫ ବର୍ଷ
  • ବୟସ ଗଣନା ୦୨।୦୩।୨୦୨୪ ଅନୁସାରେ ହେବ

ଦରମା:

  • ସର୍ବନିମ୍ନ ଦରମା – ୨୦, ୦୦୦ଟଙ୍କା
  • ସର୍ବାଧିକ ଦରମା – ୧,୨୦,୦୦୦ଟଙ୍କା

ଶିକ୍ଷାଗତ ଯୋଗ୍ୟତା:

  • ଜୁନିୟର୍ ଡିଜାଇନ୍ ଇଞ୍ଜିନିୟର (ଷ୍ଟ୍ରକ୍ଚରାଲ୍) - ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ
  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) - ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ
  • CAD ଡ୍ରାଫ୍ଟମ୍ୟାନ୍ (ଜଳ ଯୋଗାଣ) - ସିଭିଲ୍ ଇଞ୍ଜିନିୟରିଂ / ଆଇଟିଆଇ ଡ୍ରାଫ୍ଟମ୍ୟାନ୍‌ରେ ଡିପ୍ଲୋମା

ଚୟନ ପ୍ରକ୍ରିୟା:

  • ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ରେଲ୍‌ୱେ ଲୋକୋ ପାଇଲଟ୍‌ ପରୀକ୍ଷା ତାରିଖ; ଜାଣନ୍ତୁ କେବେ…

India News Indian Railway Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ