Advertisment

Railway RITES Recruitment 2024: RITES ରେ ନିଯୁକ୍ତି ସୁଯୋଗ; ଦରମା ୫ଲକ୍ଷ ୫୦ହଜାରରୁ ଅଧିକ

ରେଳ ବିଭାଗର RITES ନେଇ ଆସିଛି ଚାକିରି ସୁଯୋଗ। ଏନେଇ RITES ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Railway RITES Recruitment 2024

Railway RITES Recruitment 2024

Advertisment

ଭାରତୀୟ ରେଳବାଇରେ ଚାକିରି ପାଇଁ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ। ରେଳ ବିଭାଗର RITES ଏହି ସୁଯୋଗ ନେଇଆସିଛି। ଏନେଇ RITES ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RITES ରେ ଇଂଜିନିୟରିଂ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୬୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RITES ର ଅଫିସିଆଲ୍ ୱେବ୍‌ସାଇଟ୍‌ rites.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ Railway RITES Recruitment 2024 Post apply for 60 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୪ ନଭେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଡିସେମ୍ବର ୨୦୨୪
  • ୱାକ୍-ଇନ୍-ଇଣ୍ଟର୍‌ଭିୟୁ – ୦୨ ଡିସେମ୍ବର ୨୦୨୪ ରୁ ୦୬ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସହକାରୀ ରାଜପଥ ଇଞ୍ଜିନିୟର – ୩୪ଟି ପୋଷ୍ଟ୍‌
  • ସହକାରୀ ବ୍ରିଜ୍ / ଷ୍ଟ୍ରକ୍ଚରାଲ ଇଞ୍ଜିନିୟର – ୦୬ଟି ପୋଷ୍ଟ୍‌
  • କ୍ୱାଲିଟି କଣ୍ଟ୍ରୋଲ୍ ଇଞ୍ଜିନିୟର – ୨୦ଟି ପୋଷ୍ଟ୍‌
  • ମୋଟ୍ – ୬୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ
  • ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଞ୍ଜିନିୟରିଂ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ବିଜ୍ଞପ୍ତିରେ ନାହିଁ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବୟସ ଗଣନା ୦୬।୧୨।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୨୦,୬୯୬ ଟଙ୍କା
  • ସର୍ବାଧିକ ଦରମା – ୫,୫୭,୦୦୮ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସବୁବର୍ଗ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ୱାକ୍-ଇନ୍-ଇଣ୍ଟର୍‌ଭିୟୁ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ