Advertisment

ITI ଥାଇ ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୩୬୨୪ ପଦବୀ

ରେଳବାଇରେ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ୍ ୱେଷ୍ଟର୍ଣ୍ଣ ରିଜିଅନ୍ (RRC WR) ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ମାଧ୍ୟମରେ, ୩୬୨୪ ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
Railway Recruitment 2023 apply for 3624 post

Railway Recruitment 2023 apply for 3624 post

Advertisment

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ୍ ୱେଷ୍ଟର୍ଣ୍ଣ ରିଜିଅନ୍ (RRC WR) ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ମାଧ୍ୟମରେ, ୩୬୨୪ ପଦବୀ ପୂରଣ ହେବ।

Advertisment

ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଅନ୍‌ଲାଇନ୍ ଆବେଦନ ଖୋଲିବା ପରେ ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ rrc-wr.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହୁଛନ୍ତି ସେମାନେ ଏହି ଲିଙ୍କ୍‌ rrc-western-region-recruitment-3624-PDFରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଜୁନ୍ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୬ ଜୁଲାଇ ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ରେଳବାଇରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ପ୍ରାର୍ଥୀ ୫୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍‌ କରିଥିବେ
  • ଏହା ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI କରିଥିବେ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ କୋହଳ:
  • OBC – ୩ ବର୍ଷ
  • SC/ST – ୫ ବର୍ଷ
  • ଦିବ୍ୟାଙ୍ଗ – ୧୦ ବର୍ଷ
Advertisment

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍‌ ୧୦ମ ଓ ITI ମାର୍କ ଆଧାରରେ ହେବ
  • ଉଭୟ ଯୋଗ୍ୟତାରେ ୫୦ ପ୍ରତିଶତ ଲେଖାଏଁ ମାର୍କ ଦିଆଯିବ

ଆବେଦନ ଶୁଳ୍କ:

  • ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୧୦୦ଟଙ୍କା ଦେବାକୁ ପଡିବ
  • SC/ST ଓ ମହିଳା – ଦେୟ ମୁକ୍ତ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ rrc-wr.com କୁ ଯାଆନ୍ତୁ
  • ଏହା ପରେ ନିଯୁକ୍ତି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଲଗଇନ୍ id ଏବଂ ପାସ୍‌ୱାର୍ଡ ମାଧ୍ୟମରେ ଫର୍ମ ପୂରଣ କରନ୍ତୁ ଏବଂ ଫି ଦାଖଲ କରନ୍ତୁ
  • ଏହା ପରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ Submit କରନ୍ତୁ
  • ଫର୍ମର ଏକ କପି ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ
Govt Jobs Railway Recruitment Board Railway Recruitment Cell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ