Advertisment

OSSSC ରେ ପୂରଣ ହେବ ୨୮୦୦ ରୁ ଅଧିକ ପଦବୀ; ଯୁକ୍ତ ୨ କରିଥିଲେ କରନ୍ତୁ ଆବେଦନ

OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।

OSSSC RI,ARI & AMIN, SFS ICDS Recruitment Apply Over 2800 Posts

OSSSC RI,ARI & AMIN, SFS ICDS Recruitment Apply Over 2800 Posts

Advertisment

ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍‌ସନ୍ କମିସନ୍(OSSSC) ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ର ଅଫିସିଆଲ୍ ୱେବ୍‌ସାଇଟ୍ https://www.osssc.gov.inକୁ ଯାଇ ଆବେଦନ କରି ପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ OSSSC RI,ARI & AMIN, SFS ICDS Recruitment Apply Over 2000 Posts Notification ରେ କ୍ଲିକ୍ କରି ଦେଖିପାରିବେ।

ଏହି ନିଯୁକ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ପୁରା ଖବରକୁ ପଢନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଜାନୁଆରୀ ୨୦୨୪
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ (କଳା / ବିଜ୍ଞାନ / ବାଣିଜ୍ୟ) ରେ ଯୁକ୍ତ ୨ / ସ୍ନାତକ ହାସଲ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ରାଜସ୍ୱ ନିରୀକ୍ଷକ (RI) – ୫୫୯ଟି ପୋଷ୍ଟ୍‌
  • ARI – ୮୨୭ଟି ପୋଷ୍ଟ୍‌
  • ଅମିନ – ୬୮୬ଟି ପୋଷ୍ଟ୍‌
  • SFS – ୩୨୫ଟି ପୋଷ୍ଟ୍‌
  • ICDS – ୪୯୮ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୨୮୯୫ଟି ପୋଷ୍ଟ୍
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୦ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ
  • ବୟସ କୋହଳ:
  • OBC - ୦୩ ବର୍ଷ
  • ST / SC / PWD / ESM - ୦୫ ବର୍ଷ
  • PWD + SC / ST - ୧୫ ବର୍ଷ

ଦରମା:

  • ରାଜସ୍ୱ ନିରୀକ୍ଷକ (RI) - ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା
  • ARI - ୧୯,୯୦୦ରୁ ୬୩,୨୦୦ ଟଙ୍କା
  • ଅମିନ୍ - ୧୮,୦୦୦ ରୁ ୫୬,୯୦୦ ଟଙ୍କା
  • SFS - ୧୮,୦୦୦ ରୁ ୫୬,୯୦୦ ଟଙ୍କା
  • ICDS - ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • କମ୍ପ୍ୟୁଟର ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + 2, + 3 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍, କମ୍ପ୍ୟୁଟର ସାର୍ଟିଫିକେଟ୍
  • ପରିଚୟ ପତ୍ର
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ୍ ଆଟେଷ୍ଟେଡ୍ ପାସ୍‌ପୋର୍ଟ ଆକାରର ଫଟୋଗ୍ରାଫ୍

କିପରି କରିବେ ଆବେଦନ:

  • OSSSCର ଅଫିସିଆଲ୍ ୱେବସାଇଟ୍ @ www.osssc.gov.in କୁ ଯାଆନ୍ତୁ
  • “Apply Online” କିମ୍ବା “Login” ଉପରେ କ୍ଲିକ୍ କରନ୍ତୁ
  • ଲଗ୍‌ଇନ୍ ସହିତ ଆଗକୁ ବଢନ୍ତୁ
  • OSSSC ଆବେଦନ ଫର୍ମ ୨୦୨୪ ସହିତ ସ୍କ୍ରିନ୍‌ରେ ଏକ ନୂଆ ପେଜ୍ ଆସିବ
  • ପଞ୍ଜୀକରଣ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଓ ପ୍ରିଣ୍ଟ କରନ୍ତୁ
Govt Jobs OSSSC RI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: